ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ +୨ ପିଲାଙ୍କ ପରୀକ୍ଷା ?

ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହେବ +୨ ପିଲାଙ୍କ ପରୀକ୍ଷା | ଯୁକ୍ତ ଦୁଇ ପରୀକ୍ଷା ନେଇ ସରିଲା ବୈଠକ ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSE ର ଗୁରୁତ୍ୱପୂର୍ଣ ସୂଚନା ବେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବ +୨ ପିଲାଙ୍କର ପରୀକ୍ଷା | କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପିଲାମାନେ ପରୀକ୍ଷା ଦେବେ | ୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ଯୁକ୍ତ ଦୁଇ ପିଲମାନେ ସର୍ବମୋଟ 3,93,୬୨୮ ପିଲା ପରୀକ୍ଷା ଦେବେ | ସିଲାବସରେ କୌଣସି ପରିବର୍ତନ ହୋଇନାହିଁ ବୋଲି ସୂଚନା ମିଳିଛି କେବଳ ୧୦ ମାର୍କ ପ୍ରଶ୍ନକୁ ୫ ମାର୍କ କିମ୍ବା ୮ ମାର୍କ କରାଯାଇଛି ବୋଲି ଜଣାପଡିଛି |ସବୁ ସେଣ୍ଟରରେ ସିସିଟିଭି ର ସୁବିଧା ସହିତ ୫ଥାକିଆ ସ୍କ୍ୱାର୍ଡ ବ୍ୟବସ୍ତା କରାଯାଇଛି |

Odia Khabar

Leave a Comment