ବଜ୍ରଘାତରେ ୩ ଜଣ ମୁର୍ତ୍ୟୁ | ଘଟଣାଟି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପରଡିଗୁଡ଼ା ଗାଁରେ ଏଭଳି ଏକ ଘଟଣା ଘଟିଥିବା ସୁହାନା ମିଳୁଛି | ପ୍ରବଳ ବର୍ଷାରୁ ରକ୍ଷା ପାଇବା ନିମନ୍ତେ ଛୋଟ କୁଡ଼ିଆରେ ଆଶ୍ରୟ ନେଇଥିଲେ ମହିଳା ଓ ଛୋଟ ଝିଅ ବଜ୍ରାଘାତ କୁଡ଼ିଆ ଉପରେ ହୋଇଥିବାରୁ ଦୃଭାଗ୍ୟ ବଶତ ୨ ଜଣ ମୁର୍ତ୍ୟୁ କରିଛନ୍ତି | ଆଜି ଦିନ ଦ୍ୱିପହର ସମୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ହେଇଥିଲେ ଏବଂ ସେଥିରୁ ରକ୍ଷା ପାଇବା ପାଇଁ ଗୋଟେ ମହିଳା ଜଣକ ଗଛ ତଳେ ଆଶ୍ରୟ ନେଇଥିଲେ | ବଜ୍ରାଘାତ ହେବା ଫଳରେ ମହିଳା ଜଣକ ମୁର୍ତ୍ୟୁ ବରଣ କରିଛନ୍ତି |