ବନ୍ଦ ଘରୁ ବାପା ଝିଅଙ୍କ ଜୁଳାନ୍ତ ମୂର୍ତ ଦେହ ଉଦ୍ଧାର । ଘଟଣାଟି ବାଦାମବାଡ଼ି ନିକଟରେ ଥିବା ବିକାଶ ଭବନର ସ୍ନେହଲତା ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟରୁ ବାପା ଝିଅଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି । ଫ୍ଲାଟ ଭିତରୁ ବାପା ଝିଅଙ୍କ ଝୁଲନ୍ତା ମୂର୍ତ ଦେହ ଉଦ୍ଧାର କରାଯାଇଛି । ଦୁଇ ଜଣଙ୍କ ମୂର୍ତ କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ଝିଅଟିର ବୟସ ୧୬ ବର୍ଷ ହୋଇଥିବା ଜଣାପଡିଛି | ବାପା ଝିଅଙ୍କ ଏଭଳି ଆତ୍ମହତ୍ୟା କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ମୂର୍ତ ଶରୀର ଜବତ କରିଛି ଓ ମୂର୍ତ ଶରୀରର ଶରୀର ବ୍ୟବଚ୍ଛେଦ ହୋଇସାରିବା ପରେ ମୁର୍ତ୍ୟୁର କାରଣ କନପଡିବ ନାହିଁ ବୋଲି ସୂଚନା ମିଳୁଛି ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ।