ବଲାଙ୍ଗିର ସହରରୁ ଜଣେ ମହିଳା ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି ?

ବଲାଙ୍ଗିର ସହରରୁ ଜଣେ ମହିଳା ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଘଟଣାଟି ବଲାଙ୍ଗୀରୀ ସହର ଇନ୍ଦିରାନଗର ପାଦରେ ଘଟିଥିବା ସୂଚନା ମିଳୁଛି । ସର୍ବପ୍ରଥମେ ବୋହୂର ମୂର୍ତ ଶରୀରକୁ ଶାଶୁ ଦେଖିଲାପରେ ଘଟଣା ସ୍ଥଳରେ ଟଳିପଡ଼ିଲେ ଶାଶୂ । ବୋହୂର ଝୁଲନ୍ତା ମୃତ ଶରୀର ଦେଖି ଘଟଣାସ୍ଥଳରେ ହିିଁ ଟଳିପଡ଼ିଲେ ଶାଶୂ ।ମହିଳା ଜଣକର ଆତ୍ମହତ୍ୟା କରିଥିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଆତ୍ମହତ୍ୟାରେ ମୃତ ବୋହୂ ଜଣକ ହେଉଛନ୍ତି ଆନନ୍ଦିନୀ ସାହୁ ଏବଂ ଶାଶୁ ଜଣକ ହେଉଛନ୍ତି ଜମ୍ବୁବତୀ ସାହୁ ବୋଲି ସୂଚନା ମିଳୁଛି । ବୋହୁ ଆନନ୍ଦିନୀଙ୍କ ମୃତ ଶରୀର ଜୁଳାନ୍ତ ଅବସ୍ଥାରେ ଦେଖିସାରିବା ପରେ ଶାଶୁ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ ଶାଶୁ । ପରିବାର ଲୋକେ ମୂର୍ତ ଶରୀର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଲାଙ୍ଗୀରି ଟାଉନ ଥାନା ପୋଲିସ ପହଞ୍ଚି ମୂର୍ତ ଦେହକୁ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛନ୍ତି । ପୋଲିସ ମୂର୍ତ କରିଥିବା ମିଳାଙ୍କ ମୁର୍ତ୍ୟୁର ତଦନ୍ତ କାର୍ଯ୍ୟ କରୁଛି | ପୋଷ୍ଟମୋର୍ଟମ କାର୍ଯ୍ୟ ସରିଲେ ପରିବାର ଲୋକଙ୍କୁ ମୂର୍ତ ଶରୀର ହସ୍ତାନ୍ତର ହେବ ବୋଲି ଜଣାପଡୁଛି ।

Odia Khabar

Leave a Comment