ବସ ଦୃଘଟଣାରେ ଜଣେ ମୂର୍ତ ୧୦ ରୁ ଅଧିକ ଆହତ ଭଦ୍ରକ ଜିଲ୍ଲାର ଅନଦପୁର ରାସ୍ତା ଟିଲୋ ନିକଟରେ ଏକ ଭୟାନକ ଦୃଘଟଣା ଦେଖିବାକୁ ମିଳିଛି ଏବଂ ସେଥିରେ ୧୦ ରୁ ୧୫ ଜଣ ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଘଟଣା ସ୍ଥଳରେ ମୁର୍ତ୍ତୃ ବରଣ କରିଛନ୍ତି ବସଟି ଅଧିକ ଦ୍ରୁତ ଗତିରେ ଯାଉଥିବା ବେଳେ ଏଭଳି ଏକ ଦୃଘଟଣା ଘଟିଛି ବୋଲି ଜଣାପଡିଛି ।
କିପରି ହୋଇଥିଲା ଦୃଘଟଣା (ବସ ଦୃଘଟଣାରେ ଜଣେ ମୂର୍ତ ୧୦ ରୁ ଅଧିକ ଆହତ)
ରାସ୍ତା କଡରେ ବ୍ୟକ୍ତି ଜଣକ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ବସଟି ଭରଷମ୍ୟ ହରାଇ ତାଙ୍କ ଉପରେ ମାଡିଯାଇଛି ଏବଂ ଯାହା ଫଳରେ ବ୍ୟକ୍ତି ଜଣକ ମୁର୍ତ୍ୟୁ ବାରଣ କରିଛନ୍ତି । ଆଜି ସକାଳ ୭.୩୦ ରୁ ୮.୦୦ ମଧ୍ୟରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା ବସଟି ଇଲେକ୍ଟ୍ରି ଖୁଣ୍ଟରେ ମାଡ ହୋଇ ରାସ୍ତା କଡ଼କୁ ଓଲଟି ପଡିଥିଲା ସମସ୍ତ ଆହତ ବ୍ୟକ୍ତି ମାନକୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଦ୍ରକ ଜିଲ୍ଲାର ଘରୋଇ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି ଆଜି ସକାଳେ ଏଭଳି ଏକ ବଡ ଦୃଘଟଣା ଘଟିଥିବାରୁ ଯାହା ଫଳରେ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଧାଙ୍କ ଉତେଜନା ଦେଖିବାକୁ ମିଳିଥିଲା ପୋଲିସ କର୍ମଚାରୀ ସ୍ଥାନୀୟ ଲୋକମାନଙ୍କୁ ବୁଝା ବୁଝି କରି ଆୟତ୍ତ କରିଥିଲେ ବସଟି ଦୃଘଟଣା ଘଟିଥିବାର ତଦନ୍ତ କରୁଛି ଭଦ୍ରକ ପୋଲିସ ।
Our Channel Odia Khabar