ବସ ଧକାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବସ ଧକାରେ ୩ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନିକଟରେ ତିନି ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଛନ୍ତି ତିନି ଜଣ ବାଇକରେ ଆସୁଥିବାବେଳେ ବସ ଧକାରେ ମୁର୍ତ୍ୟୁ ବରଣ କରିଛନ୍ତି । ଘଟଣା ସ୍ଥଳରେ ଭୟଙ୍କର ଦୃଘଟଣା ହେତୁ ଜଣକର ମୁର୍ତ୍ୟୁ ଘଟଣା ସ୍ଥଳରେ ହୋଇଥିଲା ଏବଂ ଆଉ ୨ଜଣ ବ୍ୟକ୍ତି ଅଧିକ ଗୁରୁତର ହୋଇ ଯାଇଥିଲେ ସେଠାକାର ସ୍ଥାନୀୟ ବାସିନ୍ଧା ୨ ଜଣ ଗୁରୁତର ବ୍ୟକ୍ତିଙ୍କୁ ପାଖ ମେଡିକାଲକୁ ନେଇଯାଇଥିଲେ ଏବଂ ଡ଼କ୍ଟର କିଛି ସମୟ ପରେ ୨ ଜଣକୁ ମୃତ୍ୟୁ ଘୋଷଣା କରିଥିଲେ ।

ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନେ ହୋଇଛନ୍ତି ପରଜଙ୍ଗ ଥାନା ମୁଣ୍ଡେଇଲା ପଂଚାୟତର ନାଉପାଳକାଟେଣୀ ଗାଁର ବାସିନ୍ଧା ସୁମନ୍ତ ପରିଡା , ପିନୁ ସାହୁ, ସାଗର ପ୍ରଧାନ ଏବଂ ତିନି ଜଣ ମୁର୍ତ୍ୟୁ ବ୍ୟକ୍ତିଙ୍କ କ୍ଷତି ପୁରଣ ଦାବି ନିମନ୍ତେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତେଜନା ଦେଖାଯାଇଥିଲା ଏବଂ ରାସ୍ତା ରୋକ କରିଥିଲେ ଘଟଣା ସ୍ଥଳରେ ପୋଲିସ କର୍ତ୍ତୃପକ୍ଷ ପହଞ୍ଚି ଲୋକମାନଙ୍କୁ ନିୟନ୍ତ୍ରଣ କରିଥିଲେ ଏବଂ ପୋଲିସ ଘଟଣା ତଦନ୍ତ କାର୍ଯ୍ୟ କରୁଛି ।

ବସ ଧକାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ

Leave a Comment