ବସ ଧକ୍କାରେ ଯୁବକ ଜଣକ ମୁର୍ତ୍ୟୁ ?

ବସ ଧକ୍କାରେ ଯୁବକ ଜଣକ ମୁର୍ତ୍ୟୁ | ଦୃଘଟଣାଟି ଭୁବନେଶ୍ୱର ଘାଟିକିଆ ନୂଆଗାଁ ରାସ୍ତାରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଗୋଟେ କଲେଜ ବସ ଧକ୍କାରେ ଯୁବକ ଜଣକ ମୁର୍ତ୍ୟୁ ବରଂ କରିଥିବା ସୂଚନା ମିଳୁଛି | ଦୃଘଟଣାରେ ମୁର୍ତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ସୌମ୍ୟ ରଞ୍ଜନ ସାହୁ | ଦୃଘଟଣାଟି ସକାଳ ସମୟରେ ଘଟିଥିବା ସୂଚନା ମିଳୁଛି | ଯୁବକ ଜଣକୁ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ନିଆଯାଇଥିଲା | ଘଟଣା ସ୍ଥଳରେ ଲୋକମାନଙ୍କ ଉତେଜନା ଦେଖାଦେଇଥିଲା ଯୁବକ ବାଇକରେ ଆସୁଥିବାବେଳେ ବସଟି ତାଙ୍କ ଉପରେ ଚଢ଼ିଯାଇଥିଲା ବସର ବେଗ ଅଧିକ ଥିବାରୁ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଯୁବକ ଜଣକ ବାଇକରେ ଆସୁଥିବାବେଳେ ତାଙ୍କ ଗାଡି ଚକ ସ୍ଲୀପ କରିଥିଲା ଏବଂ ପଛପଟୁ ଆସୁଥିବା ବସଟି ତାଙ୍କ ଉପରେ ଚଢ଼ିଯାଇଥିଲା ଯାହାଫଳରେ ଯୁବକ ଜଣକ ମୁର୍ତ୍ୟୁ ବରଣ କରିଥିଲେ | ଘଟଣା ସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ଲୋକୋମାନାକୁ ବୁଝାବୁଝୀ କରିଥିଲେ |

Odia Khabar

Leave a Comment