ବାଇକକୁ ଧକ୍କା ଦେଲା କାର ଓ ଦୃଘଟଣାରେ ୩ ଜଣ ମୂର୍ତ | ଦୃଘଟଣାଟି ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଥିବା ଜଣାପଡିଛି | ଜଗତପୁରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ କାରଟି ଦୃଘଟଣା ଘଟାଇଛି ଏବଂ ଦୃଘଟଣାରେ ପ୍ରାଣ ହେଇଥିବା ୩ ଜଣ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରିନାହିଁ | କାର ଡ୍ରାଇଭର ଜଣକୁ ପୋଲିସ ଅଟକ ରଖି କିପରି ଦୃଘଟଣା ଘଟିଥିଲା ତଦନ୍ତ କରୁଛି କଲି ରାତି ପ୍ରାୟ ୨ ବେଳେ ଦୃଘଟଣା ଘଟିଥିବା ଜଣାପଡୁଛି | ବାଇକରେ ୩ ଜଣ ରଙ୍ଗ ରୁଟରେ ଆସୁଥିବାବେଳେ କାର ସହିତ ମୁହାଁମୁହିଁ ହୋଇଥିଲା | ଯାହାଫଳରେ ଦୃଘଟଣାରେ ୩ ଜଣ ବାଇକରେ ଯାତ୍ରା କରୁଥିବା ବେଳେ ମୁର୍ତ୍ୟୁ ବରଣ କରିଛନ୍ତି |