ବାଣକାରଖାନାରେ ବିସ୍ପୋରଣ ହେବା ଫଳରେ ୪ ଜଣ ଗୁରୁତର ?

ବାଣକାରଖାନାରେ ବିସ୍ପୋରଣ ହେବା ଫଳରେ ୪ ଜଣ ଗୁରୁତର | ଘଟଣାଟି ଯାଜପୁର ଥାନା ଅନ୍ତର୍ଗତ ଜଳପୁର ଗ୍ରମରେ ବାଣ ତିଆରି କରିଥିବାବେଳେ ବିସ୍ପୋରଣ ଘଟିଥିଲା | ଓ ଦୃଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ବେଆଇନ ବାଣତିଆରି କରୁଥିବା ସୂଚନ ମିଳୁଛି | ଏକ ଭୟଙ୍କର ବିସ୍ପୋରଣରେ ୪ ଜଣକ ଭିତରୁ ୨ ଜଣ ବୟସ୍କ ଓ ଆଉ ୨ ଜଣ ନାବାଳକ ରହିଥିବା ସୂଚନା ମିଳୁଛି | ୨ ଜଣକ ଅବସ୍ତା ଅଧିକ ଗୁରୁତର ହାଇଥିବା ଜଣାପଡୁଛି ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିର୍ଶାଳୟରେ ଭର୍ତି କରାଯାଇଛି |ଓ ଜଣକ ସ୍ୱାସ୍ଥ୍ୟ ଅବସ୍ତା ଅଧିକ ଗୁରୁତର ଥିବାରୁ କଟକ ମେଡିକାଲ ସ୍ତାନନ୍ତରିତ କରାଯାଇଛି | ଜଣକ ଘରେ ୪ ରୁ ୫ ଶ୍ରମିକ ବାଣ ଭିଡିବା କାର୍ଯ୍ୟ କରୁଥିବାବେଳେ ଏକ ଭୟଙ୍କର ବିସ୍ପୋରଣ ଘଟିଥିଲା ବିସ୍ପୋରଣରେ ୪ ଜଣ ଗୁରୁତର ହେବା ସହ ବ୍ୟକ୍ତିଙ୍କ ଘର ଛାତ ଉଡିଯାଇଥିଲା ସମସ୍ତ ଘରର ଜିନିଷ ନଷ୍ଟ ହୋଇଥିବା ସୂଚନା ମିଳୁଛି | କେତେ ବର୍ଷ ଧରି ବାଣକାରଖାନା ଚାଲିଥିଲା ଏନେଇ କୌଣସି ସୂଚନା ମିଳିନାହିଁ | ବେଆଇନ ବାଣକାରଖାନା ଚାଲୁଥିବା ଜଣାପଡୁଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି |

Odia Khabar

Leave a Comment