ବାଲେଶ୍ବର ଜିଲ୍ଲାରେ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା |

ବାଲେଶ୍ବର ଜିଲ୍ଲାରେ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା | ବାଲେଶ୍ୱରର ସାରଥ ଗାଁରେ କାଲି ଗୋଟେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି | ଲୁଗା ଦୋକାନ ଚୋରି ସନ୍ଦେହରେ ୪ ଜଣ ଯୁବକଙ୍କୁ ଗଛରେ ବାନ୍ଧି ପିଟିଥିଲେ ଗାଁ ଲୋକେ ଏବଂ ଯାହା ଫଳରେ ଜନଙ୍କର ମୁର୍ତ୍ୟୁ ଘଟିବ ହେତୁ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି | ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ମେଡିକାଲରେ ଚିକିର୍ଶା କାର୍ଯ୍ୟ ଚାଲିଅଛି ଚାରି ଜଣ ଯୁବକକୁ ସମସ୍ତ ଗାଁ ଲୋକ ମିଶି ବାଡ଼େଇଥିବାର ସୁଚନା ମିଳିଛି |

ଯୁବକଙ୍କୁ ମାରିବାର କାରଣ |

କିଛି ଦିନ ପୂର୍ବରୁ ଦୋକାନ ଚୋରି ହେବାର ଅଭିଯୋଗ କରିଥିଲେ ଦୋକାନ ମାଲିକା ଏବଂ କିଛି ସନ୍ଦେହରେ ଯୁବକଙ୍କୁ ବାଡ଼େଇବାର ଯୋଜନା କରିଥିଲେ | ଘଟଣା ସ୍ଥଳରେ ପୋଲିସ ପହଁଚି ଲୋକମାନଙ୍କୁ ନିୟନ୍ତ୍ରଣ କରିଥିଲେ ଦୋକାନ ମାଲିକ ଏବଂ ତାଙ୍କ ଦୁଇ ପୁଅ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେବାର ଅଭିଯୋଗ ଆସିଛି ଏବଂ ତିନି ଜଣ
ଫେରାର ଅଛନ୍ତି ବୋଲି ସୂଚନ ମିଳିଛି ଏବଂ ପୋଲିସ ଫେରାର ବ୍ୟକ୍ତିଙ୍କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି |

(ବାଲେଶ୍ବର ଜିଲ୍ଲାରେ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା )

Odia Khabar

Leave a Comment