ବାଲେଶ୍ୱର ଜିଲ୍ଲାରେ ଦିନ ଦ୍ୱିପହରେ ଲୁଟ |

ବାଲେଶ୍ୱର ଜିଲ୍ଲାରେ ଦିନ ଦ୍ୱିପହରେ ଲୁଟ କିଛି ଦିନ ତଳେ ବାଲେଶ୍ୱରରେ ଚୋରିର ପରିମାଣ ଦିନକୁ ଦିନ ବଢିବାକୁ ଲାଗିଛି |ବାଲେଶ୍ୱରରେ କାମାର୍ଦ୍ଧ ଅଂଚଳରେ ଚୋରି କରିଛନ୍ତି ଦୂର୍ବତ ମାଳତୀ ଜୁଏଲର୍ସ ଦୋକାନରେ ଦୁର୍ବୁତ୍ତ ମାନେ ଆଜି ସକାଳୁ କରିଛନ୍ତି ଲୁଟ |ଘଟଣା ସ୍ଥଳରେ କମର୍ଦ୍ଧ ପୋଲିସ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି |ଦୋକାନ ଖୋଲିବା କିଛି ସମୟ ପରେ ଲୁଟିନେଲେ ଦୁର୍ବୁତ୍ତ |

ଦିନ ଦ୍ୱିପହରେ କିପରି କରିଥିଲେ ଲୁଟ |

ଦୋକାନ ମାଲିକ ଜଣକ ସକାଳୁ ଦୋକାନ ଖୋଲିବା ସମୟରେ ପାଣି ପାଇଁ ବାହାରକୁ ଯାଇଥିବା ବେଳେ ଦୁର୍ବୁତ ମାନେ ଦୋକାନ ଭିତରେ ପଶି ସୁନା ଗହଣା ଚୋରି କରିବା ସହ ୫ ଲକ୍ଷ ଟଙ୍କା ଚୋରି କରି କନେଇଛନ୍ତି | ବାଲେଶ୍ୱର ଜିଲ୍ଲାରେ ଦିନ ଦିପହରେ ଚୋରି କରିଛନ୍ତି ଦୁର୍ବୁତ୍ତ | ୫ ଜଣରୁ ଅଧିକ ଲୋକ ଆସିଥିବାର କହିଛନ୍ତି ଦୋକାନ ମାଲିକ | ମାଲିକ ଜଣକ ରାତିରେ ସମସ୍ତ ଗହଣା ଘରକୁ ନିଅନ୍ତି ଏବଂ ସକାଳେ ନେଇକି ଆସନ୍ତି | ଆଜି ସକାଳେ ଦୋକାନ ଖୋଲିବା ବେଳେ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି |ମାଲିକ ଜଣକ ପାଖ ପୋଲିସ ଷ୍ଟେସନରେ ଅଭଯୋଗ କରିଛନ୍ତି |

Odia Khabar

Leave a Comment