ବିଜେପିର ୨ ନେତା ମୁର୍ତ୍ୟୁ ଖବରକୁ ନେଇ ପୁଣି ଏକ ନୂଆମୋଡ ?

ବିଜେପିର ୨ ନେତା ମୁର୍ତ୍ୟୁ ଖବରକୁ ନେଇ ପୁଣି ଏକ ନୂଆମୋଡ। କିଛି ଦିନ ତଳେ ବିଜେପିର ୨ ନେତା ମୁର୍ତ୍ୟୁ ଖବର ଆସିଥିଲା । ବରର୍ଗଡ଼ କଣ୍ଟାପଲ୍ଲୀ ଓଭରବ୍ରିଜ ନିକଟରେ ଶନିବାର ଦିନ ବିଜେପିର ୨ ନେତା କାରରେ ଯାଉଥିବାବେଳେ ପଛରୁ ହାଇୱା ଧକ୍କା ଦେବା ଫଳରେ ୨ ନେତା ମୁର୍ତ୍ୟୁ ବରଣ କରିଥିଲେ । ପୋଲିସ ହାଇୱା ଜବତ କରିବା ସହ ଡ୍ରାଇଭର ଜଣକୁ ଅଟକରଖି ପଚାର ଉଚରା କରୁଛି ।

କେମିତି ଘଟିଥିଲା ଦୃଘଟଣା ପୁରା ଭିଡ଼ିଓ ସାମ୍ନାକୁ ଆସିଲା ?

ଏବଂ ଦୃଘଟଣାରେ ଆହତ ବ୍ୟକ୍ତି ସୁରେଶ ଛନ୍ଦ କହିଛନ୍ତି ହାଇୱା ଗାଡି ପଛପଟୁ ପ୍ରଥମେ ଧକ୍କା ଦେଇଥିଲା । ଏବଂ ୧୦୦ ମିଟର ଅତିକ୍ରମ କଲାପରେ ପୁଣି ଧକ୍କା ଦେଇଥିଲା ହାଇୱା । ନିଜକୁ ବଂଚେଇବାକୁ ଯାଇ ଗଲି ରାସ୍ତରେ ଯିବାବେଳେ ପୁଣି ହାଇୱା ଧକ୍କା ଦେବା ଦ୍ୱାରା କାର ଲଉଟିପଡିଥିଲା । ଡ୍ରାଇଭର ଜଣକ ବୟାନ ଥରକୁ ଥର ବଦଳାଉଥିଲେ ଡ୍ରାଇଭରକୁ ୩ ଦିନ ରିମାଣ୍ଡରେ ନାଇଁ ପଚାର ଉଚରା କରୁଛି ପୋଲିସ । ହେଲେ ଆଜି ପ୍ରକୃତ ଘଟଣାର ଭିଡ଼ିଓ ଭାଇରଲ ହୋଇଛି କାରଟିକୁ ହାଇୱା ଡ୍ରାଇଭର ଜଣକ ଗୋଡାଇବାର ପୁରା ଭିଡ଼ିଓରେ ଜଣାପଡିଛି । ହେଲେ ୨ ନେତାଙ୍କୁ ମରିବାର କାରଣ ଜଣା ପଡିନାହିଁ
ପୋଲିସ ଡ୍ରାଇଭର ଜଣକୁ ଅଟକରଖି ତଦନ୍ତ କାର୍ୟ୍ଯ କରୁଛି ।

Odia Khabar

Leave a Comment