ବିଦ୍ୟୁତ ତାର ଲାଗି ଦାନ୍ତ ହାତୀ ମୁର୍ତ୍ୟୁ କରିଛି ?

ବିଦ୍ୟୁତ ତାର ଲାଗି ଦାନ୍ତ ହାତୀ ମୁର୍ତ୍ୟୁ କରିଛି ଘଟଣାଟି ଦେବଗଡ଼ ଅଞ୍ଚଳରେ ଘଟିଥିବା ଜଣାପଡୁଛ ବିଦ୍ୟୁତ ତାର ସଂସ୍ପଶରେ ଆସି ଦାନ୍ତ ହାତୀ ମୁର୍ତ୍ୟୁ ବରଣ କରିଛି । ଗତକାଲି ବିଳମ୍ବିତ ରାତିରେ ହାତୀର ମୁର୍ତ୍ୟୁ ଘଟିଥିବା ସୂଚନା ମିଳିଛି । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଗାରିଆ ପଲ୍ଲୀ ଗାଁରେ ହାତୀର ମୁର୍ତ୍ୟୁ ଘଟିଛି । ଗାରିଆପାଲ୍ଲୀ ଗାଁ ରାସ୍ତାରୁ ହାତୀର ମୂର୍ତ ଦେହ ଠାବ ହୋଇଛି ଆଜି ସକାଳୁ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ହାତୀର ମୂର୍ତ ଶରୀରକୁ ଠାବ କରିଥିଲେ ହାତୀ ମୁର୍ତ୍ୟୁ କରିଥିବ ନେଇ ବନ ବିଭାଗ ଟିମ ତଦନ୍ତ କରୁଛି ।

ଦାନ୍ତ ହାତୀ ମୁର୍ତ୍ୟୁ କରଥିବାର କାରଣ ?

କିଛି ଦୁର୍ବୁତ୍ତ ମାନେ ବରାହ ଶିକାର କରିବା ପାଇଁ ଜଙ୍ଗଲ ଭିତରେ ବିଦ୍ୟୁତ ତାର ବିଛାଇଥିଲେ । ଓ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ହାତୀ ବିଦ୍ୟୁତ ତାର ସଂସ୍ପଶରେ ଆସି ଛନ୍ଦି ହୋଇ ମୁର୍ତ୍ୟୁ ବରଣ କରିଛି । ଆଜି ସକାଳେ ଗାରିଆପାଲ୍ଲୀ ଗାଁରେ ଦନ୍ତା ହାତୀର ମୂର୍ତ ଶରୀର ରାସ୍ତାରେ ପଡିଥିଲା । ସକାଳେ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦନ୍ତା ହାତୀ ଦେହରୁ ବିଦ୍ୟୁତ ତାରାକୁ ଅଲଗା କରିଥିଲା । ଏପର୍ଯ୍ୟନ୍ତ ବିଦ୍ୟୁତ ତାର ବିଛେଇଥିବା ଦୁର୍ବୁତ୍ତ ମାନଙ୍କର କୌଣସି ସୂଚନା ମିଳିନାହିଁ । ବନ ବିଭାଗ କର୍ମଚାରୀ ହାତୀ ମୁର୍ତ୍ୟୁ କରିଥିବା ନେଇ ତଦନ୍ତ କରୁଛି ।

Odia Khabar

Leave a Comment