ଆଡିଲେଡରେ ଖେଳ ହୋଇଥିବା ଭାରତ ଅଷ୍ଟ୍ରେଲିଆ ଟେଷ୍ଟରେ ଆଜି ପଞ୍ଚମ ଦିନରେ ୨୬୦ ରନରେ ଅଲଆଉଟ ହୋଇଛି ଇଣ୍ଡିଆ ଟିମ ପଥମ ପାରିରେ ଅଷ୍ଟ୍ରେଲିଆ ୪୪୫ ରନରେ ଭାରତ ଅଲଆଉଟ କରିଥିଲେ ଅଷ୍ଟ୍ରେଲିଆ ଟିମରୁ ଷ୍ଟିଭେନ ସ୍ମିଥ , ଟ୍ରାଭିସ ହେଡ ଧୁଆଧାର ବାଟିଙ୍ଗ କରିଥିଲେ ସ୍ମିଥ ୧୦୧ ରନ କରିଥିଲେ ଏବଂ ଟ୍ରାଭିସ ୧୫୨ ରନ ପାରି ସାହାଯ୍ୟରେ ଅଷ୍ଟେଲିଆ ୪୪୫ ରନ କରି ପାରିଥିଲା । ଭାରତର ବୋଲର କେବଳ ଯଶପ୍ରୀତ ବୁମରାହାଙ୍କ ପଦର୍ଶନ ଛାଡି ଆଉ ସମସ୍ତ ବୋଲର ନିରାଶ କରିଛନ୍ତି ଯଶପ୍ରୀତ ବୁମରାହା ୬ ୱିକେଟ୍ ଆକାଶ ଦିପ ୧ ୱିକେଟ୍ ମହମଦ ଶିରାଜ ୨ ୱିକେଟ୍ ହାସଲ କରିଛନ୍ତି ଭାରତ ପ୍ରଥମ ପାରିରେ ୨୬୦ ରନ କରି ଅଲଆଉଟ ହୋଇଛି । କେବଳ ଯେଡେଜା ରାହୁଲଙ୍କ ବ୍ୟାଟରୁ ଅର୍ଧ ସର୍ତକ ଦେଖିବାକୁ ମିଳିଥିଲା ଆଉ ସମସ୍ତେ ନିରାଶ କରିଥିଲେ ।
ମ୍ୟାଚ ଡ୍ର କରାଗଲା (ଭାରତ ଅଷ୍ଟ୍ରେଲିଆ ଟେଷ୍ଟରେ ଆଜି ପଞ୍ଚମ ଦିନ)
ଦୁତୀୟା ପାରିରେ ଅଷ୍ଟ୍ରେଲିଆ ୮୯ ରନ କରି ୭ ୱିକେଟ୍ ମାଧ୍ୟ୍ୟମରେ ପାରି ଘୋଷଣା କରିଥିଲା ଏବଂ ଭାରତକୁ ୨୭୫ ରନର ଲକ୍ଷ ଦେଇଥିଲା ମ୍ୟାଚ ଆରମ୍ଭରୁ ବର୍ଷା ଲାଗି ରହିଥିବାରୁ ଖେଳକୁ ଅଧାରେ ସ୍ଥଗିତ ରଖାଯାଇଛି ଏବଂ ଯାହା ଫଳରେ ମ୍ୟାଚ ଡ୍ର କରାଯାଇଛି ଟ୍ରାଭିସ ହେଡଙ୍କୁ ମ୍ୟାନ ଅଫ ଦି ମ୍ୟାଚର ମାନ୍ୟତା ଦିଆଯାଇଛିଦୁତୀୟା ପାରିରେ ଅଷ୍ଟ୍ରେଲିଆ ୮୯ ରନ କରି ୭ ୱିକେଟ୍ ମାଧ୍ୟ୍ୟମରେ ପାରି ଘୋଷଣା କରିଥିଲା ଏବଂ ଭାରତକୁ ୨୭୫ ରନର ଲକ୍ଷ ଦେଇଥିଲା ମ୍ୟାଚ ଆରମ୍ଭରୁ ବର୍ଷା ଲାଗି ରହିଥିବାରୁ ଖେଳକୁ ଅଧାରେ ସ୍ଥଗିତ ରଖାଯାଇଛି ଏବଂ ଯାହା ଫଳରେ ମ୍ୟାଚ ଡ୍ର କରାଯାଇଛି ଟ୍ରାଭିସ ହେଡଙ୍କୁ ମ୍ୟାନ ଅଫ ଦି ମ୍ୟାଚର ମାନ୍ୟତା ଦିଆଯାଇଛି ।
Our Channel (Odia Khabar)