ଭୁବନେଶ୍ୱରରେ କ୍ରିକେଟ ଖେଳକୁ ନେଇ ମହାଭାରତ |

ବନେଶ୍ୱରରେ କ୍ରିକେଟ ଖେଳକୁ ନେଇ ମହାଭାରତ | ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ରାସ୍ତା ବନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଧା | କ୍ରିକେଟ ଖେଳ ବନ୍ଦ କରିଥିବାରୁ ଗାଁ ଲୋକେ ରାସ୍ତା ଆବୋରଧ କରିଛନ୍ତି | ପୋଲିସ କର୍ମଚାରୀ ଲୋକୋମାନାକୁ ଯେତେ ବୁଝା ବୁଝି କାର୍ଯ୍ୟ କରିବା ସତ୍ୱେ ସ୍ଥାନୀୟ ବାସିନ୍ଧା ରାସ୍ତା ବନ୍ଦ କାର୍ଯ୍ୟ ଜାରି ରଖିଛନ୍ତି | ଦୀର୍ଘ ୧. ଘଣ୍ଟା ୩୦ ମିନିଟ ହେବ ରାସ୍ତା ବନ୍ଦ ଜାରି ରଖିଛନ୍ତି |

ରାସ୍ତା ବନ୍ଦର କାରଣ କଣ |

ଲୋକମାନେ ଯାତ୍ରା କରିବାରେ ବହୁ ମାତ୍ରାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏବଂ ସହ ସହ ଗାଡି ଅଟକି ରହିଛି | ଗାଁ ଲୋକ ଅଭିଯୋଗ କରିଛନ୍ତି ଦୀର୍ଘ ୪୦ ବର୍ଷ ହେବ ପିଲାମାନେ ପଡିଆରେ ଖେଳି ଆସୁଛନ୍ତି | ହେଲେ ଆଜି କିଛି ଲୋକେ ପୋଲିସ ସାହାଯ୍ୟରେ ପିଲାମନଙ୍କ ଖେଳ ବନ୍ଦ କରିଛନ୍ତି ଏବଂ ଯାହା ଫଳରେ ସ୍ଥାନୀୟ ବାସିନ୍ଧା ରାସ୍ତା ରୋକ କରିଛନ୍ତି | ଯେ ପପର୍ଯ୍ୟନ୍ତ ପଡିଆରେ ଖେଳିବାକୁ ଅନୁମତି ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ କାର୍ଯ୍ୟ ଜାରି ରହିବ କହିଛନ୍ତି ସ୍ଥାନୀୟ ବାସିନ୍ଧା |

Leave a Comment