ଭୁବନେଶ୍ୱରରେ ଜାଭିୟର ଛକରେ ଘଟିଛି ସିରିଜ ଦୃଘଟଣା |

ଭୁବନେଶ୍ୱରରେ ଜାଭିୟର ଛକରେ ଘଟିଛି ସିରିଜ ଦୃଘଟଣା | ଚାରୋଟି ଗାଡି ପଛକୁ ପଛ ଧକା ହେବା ସୂଚନା ମିଳିଛି କାରଟି ପ୍ରଥମେ ଗୋଟେ ଅଟୋକୁ ପିଟିଥିଲା ଅଟୋଟି ଅନ୍ୟ ଗାଡି ସହ ଧକ୍କା ହୋଇଥିଲା | ଏବଂ ଯାହା ଫଳରେ ଟ୍ରାଫିକ ଜାମ ହୋଇଥିଲା ଲୋକମାନଙ୍କର ଯିବା ଆସିବାରେ ଅସୁବିଧା ସମ୍ମୁଖୀନ ଦେଖାଦେଇଥିଲା ଏବଂ କାର ଚାଲାକ ଜଣକ ନିଶା ଦ୍ରବ୍ୟ କରିଥିବାରୁ ଦୃଘଟଣା ଘଟିଥିବା ଅନୁମାନ କରାଯାଇଛି | ଦୃଘଟଣାରେ ୮ ଜଣ ବ୍ୟକ୍ତି ଆହତ ହେବାର ସୂଚନା ମିଳିଛି ଏବଂ ସମସ୍ତଙ୍କୁ ଆମ୍ବୁଲାନ୍ସ ମଧ୍ୟ୍ୟମରେ ପାଖ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି | ଘଟଣା ସ୍ଥଳରେ ଲୋକମଙ୍କୁ ଭିଡ ଯୋଗୁ ରାସ୍ତାରେ ଗାଡି ଗୁଡିକ ଯାତ୍ରା କରିବାରେ ଅସୁବିଧାର ସମୁଖିନ୍ନ ଦେଖାଦେଇଥିଲା | ଏବଂ ଡ୍ରାଇଭର ଜଣଙ୍କୁ ସ୍ଥାନୀୟ ଲୋକମାନେ ପ୍ରବଳ ମାଡ ମାରିଥିଲେ ପୋଲିସ କର୍ମଚାରୀ ବହୁତ କଷ୍ଟରେ ଡ୍ରାଇଭର ଜଣକୁ ନିଜ ଅଧିନରେ ଆଣିପାରିଥିଲେ |

Odia Khabar

Leave a Comment