ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋର

ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋର
ଗତ ଗୁରୁବାର ଦିନ ତୃତୀୟ ମ୍ୟାଚରେ ଭାରତ ମହିଳା ଟିମ ବିଜୟ ହାସଲ କରିଛନ୍ତି | ୱେଷ୍ଟଇଣ୍ଡିଜ ମହିଳା ଟିମ ଵିପକ୍ଷରେ ଭାରତ ମହିଳା ଟିମ ସହିତ ୩ଟି ମ୍ୟାଚର ଆୟୋଜନ କରଯାଇଥିଲା | ସେଥିରେ ୨ -୧ ଶୃଙ୍ଖଲା ଜିତିଛି ଭାରତ | ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋର | ଭାରତ ୪ ୱିକେଟ୍ ବିନିମୟରେ ୨୧୭ ରନ କରିଥିଲା |ଏବଂ ୬୦ ରନରେ ବିଜୟ ହାସଲ କରିଥିଲା |

ଭାରତ ଜିତିବାର ମୁଖ୍ୟ କାରଣ |

ଭାରତର ସର୍ବାଧିକ ରନ ସ୍ମିତି ମନ୍ଧନା କରିଥିଲେ ସେ ମାତ୍ର ୪୭ ବଲରେ ୭୭ ରନ କରିଥିଲେ ସେଥିରେ ୧୩ ଚୌକା ଏବଂ ୧ ଛକା ସାମିଲ ରହିଥିଲା | ମହିଳା ୱିକେଟ୍ କିପର ରିଚା ଘୋଷ ୨୧ ବଲ ବିନିମୟରେ ୫୪ ରନର ପିଷ୍ପୋଟକ ପରି ଖେଳିଥିଲେ ଏବଂ ୫ଟି ଛକା ୩ଟି ଚୌକା ସାହାଯ୍ୟରେ ଭାରତର ସର୍ବାଧିକ ସ୍କୋର ହେବାର ପରିଣାମ ହୋଇଥିଲା | ଭାରତ ମହିଳା ବୋଲର ରାଧା ଯାଦବ ୪ଟି ୱିକେଟ୍ ନେବା ସହ ଦିପ୍ତି ଶର୍ମା , ସାଧୁ ,ରେଣୁକା ,ସଜନା ,ସମସ୍ତେ ଗୋଟିଏ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଛନ୍ତି |ଭାରତ ୱେଷ୍ଟଇଣ୍ଡିକୁ ୨୧୮ ରନର ଲକ୍ଷ ଦେଇଥିଲା ଏବଂ ୱେଷ୍ଟଇଣ୍ଡି ଟିମ ଜବାବରେ ୯ ୱିକେଟ୍ ବିନିମୟରେ ମାତ୍ର ୧୧୫ ରନ କରିପାରିଥିଲା | ଏବଂ ଭାରତଠାରୁ ଶୃଙ୍ଖଲା ହାରିଥିଲା |

(ମହିଳା ଟି୨୦ ମ୍ୟାଚରେ ଭାରତର ସର୍ବତମ ସ୍କୋର)

Odia Khabar

Leave a Comment