ମାଗଣାରେ ହବ ଆଧାର କାର୍ଡ ଅପଡେଟ…

ମାଗଣାରେ ଅପଡେଟ କରିପାରିବେ ଆଧାର କାର୍ଡ ଆମ ଭାରତରେ ଆଧାର କାର୍ଡ଼କୁ ମୁଖ୍ୟ Document ଭାବେ କାର୍ଯ୍ୟ କରାଯାଏ । ସବୁ କାର୍ଯ୍ୟରେ ଆଧାରକାର୍ଡ଼ ବ୍ୟବହାର ପ୍ରଥମ ହୋଇଥାଏ (Unique Identification Authority of India) ତରଫରୁ ଆମ ଭାରତର ଯେ କୌଣସି ଲୋକ ମାଗଣାରେ ଆଧାରକାର୍ଡ଼ ଅପଡେଟ କରିପାରିବେ ଯେଉଁ ସବୁ ଲୋକ ମାନଙ୍କର ଆଧାର କାର୍ଡ଼ ୭,୮ ବର୍ଷ ପୁରୁଣା ଅଛି ସମସ୍ତେ ଅପଡେଟ କରିପାରିବେ ।

ଯଦି ଆପଣ ମାନେ ମାଗଣାରେ ଆଧାର କାର୍ଡ଼ ଅପଡେଟ କରିବା ପାଇଁ ଚାହୁଁଛନ୍ତି ତାହାଲେ ଡ଼ିସେମ୍ବର ୧୪ ତାରିଖ ଯାଏ ମାଗଣାରେ ଆଧାର କାର୍ଡ଼ ଅପଡେଟ କରି ପାରିବେ ଏଥି ପାଇଁ ଆପଣାକୁ କିଛି ବି ଖର୍ଚ କରିବାକୁ ପଡ଼ିବ ନାହିଁ ୧୪ ତାରିଖ ପରେ କରିବାକୁ ହେଲେ ଯେ କୌଣସି ଜନ ସେବା କେନ୍ଦ୍ରରେ ୫୦ ଟଙ୍କା ଖର୍ଚରେ ଆଧାରକାର୍ଡ଼ ଅପଡେଟ କରାଇ ପାରିବେ ।

Leave a Comment