ମାଟ୍ରିକ ପିଲାଙ୍କୁ ନେଇ ଅସହୁଥିବା ବେଳେ ବୋଲର ଦୃଘଟଣା ?

ମାଟ୍ରିକ ପିଲାଙ୍କୁ ନେଇ ଅସହୁଥିବା ବେଳେ ବୋଲର ଦୃଘଟଣା । ଘଟଣାଟି ତାଳଚୁଆ ଥାନା କୃଷ୍ଣନଗର ନିକଟରେ ଦୃଘଟଣା ଘଟିଥିବା ଜଣାପଡୁଛି । ବୋଲରେ ମାଟ୍ରିକ ପିଲାମାନେ ପରୀକ୍ଷା ଦେଇ ଫେରୁଥିବାବେଳେ ଏଭଳି ଏକ ଦୃଘଟଣା ଘଟିଥିବା ଜଣାପଡୁଛି ବୋଲରଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ବୋଲରରେ ୧୧ ଜଣ ଛାତ୍ର ପରୀକ୍ଷାରୁ ଆସୁଥିବା ବେଳେ ଦୃଘଟଣା ଘଟିଛି । ଦୃଘଟଣାରେ ଜଣେ ଛାତ୍ର ଗୁରୁତର ହେବା ସହ କିଛି ଛାତ୍ର ଆହତ ହୋଇଥିବା ଜଣାପଡୁଛି । ଛତ୍ରମାନେ ବାଘମାରି ନାଗାନାରାୟଣ ସ୍କୁଲ ପରୀକ୍ଷା ଦେଇ ଫେରୁଥିବାବେଳେ ଦୃଘଟଣା ଘଟିଛି ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ଆଜିଠୁ ମାଟ୍ରିକ ବୋର୍ଡ଼ ପରୀକ୍ଷାର ପ୍ରଥମ ଦିନ ଗତ ବର୍ଷ ପେପେର ଲିକ ରୋକିବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିସର କେନ୍ଦ୍ରରୁ ଅନେକ ବ୍ୟବସ୍ତା କରାଯାଇଛି । ପେପରରେ କ୍ଯୁଆର କୋଡ଼ ସହିତ ଗୋଟେ ସ୍ପେସିଆଲ ନମ୍ବର ମଧ୍ୟ୍ୟ ସୁବିଧା କରାଯାଇଛି ସବୁ ପୃଷ୍ଠାରେ ଏହି ସୁବିଧା କରାଯାଇଛି। କପି ରୋକିବାକୁ ୪ ସ୍ତରୀୟ ସ୍କୁର୍ଡ଼ ବ୍ୟାବସ୍ତାର ମଧ୍ୟ୍ୟ କରଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ସୁବିଧା ମଧ୍ୟ ହୋଇଛି ପିଲାମାନଙ୍କର ପରୀକ୍ଷାର ଲାଇଭ ଦେଖିବା ପାଇଁ ଏଭଳି ଏକ ସୁବିଧା କରାଯାଇଛି । ସକାଳ ୯ ଟାରୁ ୧୧ .୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ୩୧୩୩ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛତ୍ରୀ ମାନେ ପରୀକ୍ଷା ଦେବାର ସୁବିଧା କରାଯାଇଛି ।

Odia Khabar

Leave a Comment