ମାଲକାନଗିରି ଜିଲ୍ଲାରେ ବାଇକକୁ ଧକା ଦେଇଛି ବସ୍ । ବାଇକକୁ ଧକା ଦେଇଛି ରାଜ୍ୟ ପରିବହନ ବସ ଯାହା ଫଳର ବାଇକରେ ଯାଉଥିବା ୩ ଜଣ ଵ୍ୟକ୍ତି ମୁର୍ତ୍ୟୁ ବରଣ କରିଛନ୍ତି । ବସ୍ଟି ମାଲକାନଗିରିରୁ କାଲିମେଳା ଯିବାବେଳେ ଏମଭି- ୭ ଗ୍ରାମ ନିକଟରେ ଦୃଘଟଣା ଘଟିଛ। ବାଇକଟି ମାଲକାନଗିରିରୁ ଆସୁଥିବା ବେଳେ ଏବଂ ବସଟି ମାଲକାନଗିରିରୁ କାଲିମେଳା ଯିବାବେଳେ ପରଷ୍ପର ମଧ୍ୟରେ ଧକା ହୋଇଥିଲା ବାଇକରେ ୩ ଜଣ ଯୁବକ ଯାଉଥିଲେ ଏବଂ କିଛି ସମୟ ପରେ ୩ ଜଣ ଯୁବକ ମୁର୍ତ୍ୟୁ ବରଣ କରିଥିଲେ । ସଂଗେ ସଂଗେ ସ୍ଥାନୀୟ ଅଂଚଳ ବାସିନ୍ଧା ଆମ୍ବୁଲାନ୍ସ ମଧ୍ୟମରେ ପାଖ ମେଡିକାଲକୁ ତିନି ଜଣ ବ୍ୟୁକ୍ତି କୁ ନେଇଯାଇଥିଲେ ଡ଼କ୍ଟର ମଧ୍ୟ୍ୟ ମୃତ୍ୟୁ ଘୋଷଣା କରିଥିଲେ ।
ଭୟଙ୍କର ଦୃଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଧା ଉତେଜନା ଦେଖେଇଥିଲେ ଏବଂ ବସଟି କୁ ଅଟକ ରଖିଥିଲ ଏବଂ ରାସ୍ତା ଅବରଧ କରିଥିଲେ ଲୋକମାନଙ୍କ ଯାତାୟତରେ ଅସୁବିଧା ହୋଇଥିଲା ଏବଂ ପୋଲିସ ଆସି ଘଟଣାର ପରିସ୍ତିତିକୁ ନିଅତ୍ରଣ କରି ଥିଲା ।