ମାହାଙ୍ଗା ବ୍ଲକ ପରିସରରେ ଧାରଣା ଦେଇଛନ୍ତି ମିଶନ ଶକ୍ତି ମହିଳ ମାନେ | କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗତରେ ୩ ବର୍ଷ ହବ ମିଶନ ଶକ୍ତି ମହିଳା ମାନଙ୍କ ଦରମା ବନ୍ଦ ରହିବ ନେଇ ବ୍ଲକରେ ଧାରଣା ଦେଇଛନ୍ତି ମିଶନ ଶକ୍ତି ମହିଳା ମାନେ | ଏବଂ କହିଛନ୍ତି ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନ ହବ ସେ ପର୍ଯ୍ୟନ୍ତ ଦିନ ରାତି ଧାରଣା ଦେଇ ବସି ରହିବୁ ବୋଲି କହିଛନ୍ତି | ଏବଂ କେନ୍ଦ୍ରାପଡାର ଜିଲ୍ଲାପାଳ କାର୍ଯ୍ୟାଳୟରେ ସହ ସହ ମିଶନ ଶକ୍ତି ମହିଳା ମାନେ ଏକଜୁଟ ହୋଇଛନ୍ତି | ମହିଳା ମାନେ ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତିକୁ ନେଇ ଦାବି କରିଛନ୍ତି ୨୦ ବର୍ଷ ହବ ସରକାରଙ୍କ କାର୍ଯ୍ୟରେ ଲୋକମାନଙ୍କୁ ସାହାଯ୍ୟ କରୁଛୁ ବୋଲି କହିଛନ୍ତି ମହିଳା ମାନେ |