ମେଡିକାଲ ବେଡ଼ ଉପରେ ସଂଘସ କରି ଆଜି ଚାଲି ଯାଇଛି ପୁଅ ର ଜୀବନ

କଟକ ବାରଙ୍ଗ ବରସିଂହ ଗାଁର ଗତ ଶନିବାର ଦିନ ଘଟିଥିଲା ଗୋଟେ ବଡ ଦୃଘଟଣା ବାପା ଗୋବର୍ଧନ ଦୋକାନ ଭଡା ପଇସାକୁ ନେଇ ପୁଅ ଦୀନବନ୍ଧୁ ସାଙ୍ଗରେ କରିଥିଲେ ପାଟିତୁଣ୍ଡ । ବାପା ଟଙ୍କା ମାଗିଥିବାରୁ ପୁଅ ଦୀନବନ୍ଧୁ କାଲି ଦେବେ ବୋଲି କହିଥୁଲେ ଏବଂ ସେହି ରାଗରେ ଜହଲ୍ଲାଦ ବାପା ପୁଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିଲେ । ସ୍ୱାମୀକୁ ଜାଳିଯିବାରୁ ଦେଖି ସ୍ତ୍ରୀ ସସ୍ମିତା ବଂଚେଇବାକୁ ଆସି ନିଜେ ଗୁରୁତର ଭାବେ ପୋଡି ହେଇଯାଇଥିଲେ ଏବଂ ପୁଅ ଓ ବୋହୂକୁ ସଂଗେ ସଂଗେ କଟକ ଏସ.ସି.ବି. ମେଡିକାଲକୁ ନେଇ ଯାଇଥିଲେ ଗ୍ରାମବାସୀ ।

Screenshot 2024 12 01 225135 1
ବାପା ଗୋବର୍ଧନ କୁ ବାରଙ୍ଗ ପୋଲିସ  ଗିରଫ କରି ନେଉଛି

ରବିବାର ଦିନ ବହୁ ସସ୍ମିତାଙ୍କ ମୁର୍ତ୍ୟୁ ଘଟିଥିଲା ବେଳେ, ଆଜି ସକାଳେ ପୁଅ ଦୀନବନ୍ଧୁଙ୍କ ମୁର୍ତ୍ୟୁ ଘଟିଛି ଦୀନବନ୍ଧୁଙ୍କ ଗୋଟେ ୪ ବର୍ଷର ଛୋଟ ପିଲାଟିଏ ଅଛି ଜହଲ୍ଲାଦ ବାପା ନିଜ ପୁଅ ବହୁ କୁ ମାରି ନାତିକୁ ଅନାଥ କରିଦେଇଛି ଗୋବର୍ଦ୍ଧନକୁ ବାରଙ୍ଗ ପୋଲିସ  ଗିରଫ କରି ଅଟକ ରଖିଛି ।

Leave a Comment