ଯାଜପୁର ଜିଲ୍ଲା ଚଣ୍ଡିଖୋଲର ଓଭରବ୍ରିଜରେ ଏକ ବଡ ଦୁର୍ଘଟଣା….2024

ପଞ୍ଚିମବଙ୍ଗରୁ ଭୁବନେଶ୍ୱରେ ଅଭିମୁଖେ ଏକ ଆମ୍ବୁଲାନ୍ସ ରୋଗୀ ନେଇ ଯାଉଥିଲା ବେଳେ NH-16 ଚଣ୍ଡିଖୋଲ ନିକଟସ୍ଥ ନେହୁଳପୁର ଠାରେ ଛିଡାହୋଇଥିବା ଏକ ଡମ୍ଫରକୁ ପଛପଟୁ ଧକା ଦେଇଥିଲା ଆମ୍ବୁଲାନ୍ସ ରେ ରୋଗୀ ସମେତ ଚାରିଜଣ ଥିଲେ ସେଥିମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ତିନିଜଣ ଗୁରୁତର ହୋଇଛନ୍ତି ।

Screenshot 2024 11 28 153202
ଚଣ୍ଡିଖୋଲର ଓଭରବ୍ରିଜ ଦୁର୍ଘଟଣା
Screenshot 2024 11 28 153216

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ମେଡିକାଲ୍ ରେ ଭର୍ତି କରିଛି ଆଉ କିଛି ସମୟ ପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଛି ଏବେ ରୋଗୀମାନଙ୍କୁ କଟକ ମେଡିକାଲରେ ଚିକତ୍ସା କରା ଯାଉଛି ।

Screenshot 2024 11 28 153326

Leave a Comment