ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ମଣ୍ଡିକୁ ଖରାପ ମାନର ଧାନ ନ ଆଣିବା ପାଇଁ ସୂଚନା ଦେଇଛନ୍ତି ?

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ମଣ୍ଡିକୁ ଖରାପ ମାନର ଧାନ ନ ଆଣିବା ପାଇଁ ସୂଚନା ଦେଇଛନ୍ତି । faq ଧାନ କହିଲେ ଧାନକୁ ପରିଷ୍କାର କରି ଆଣିଲେ ମିଳିବ ୩୧୦୦ ଟଙ୍କା ଧାନକୁ ଭଲରେ ଶୁକେଇକି ପରିଷ୍କାର କରି ଆଣିବାକୁ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଧାନର କଲର ଟିକେ ଖରାପ ଥିଲେ ଆମେ ଗ୍ରହଣ କରିବୁ ଏବଂ ଧାନର ପରିମାଣ ବହୁତ ମାତ୍ରାରେ ଖରାପ ଥିଲେ ତାହା ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଏବଂ ସେ ଧାନ ମାର୍କେଟ ରେ ଚାଲିବ ନାହିଁ ବୋଲି କହିଛନ୍ତି ।

Odia Khabar

Leave a Comment