ରାଉଲକେଲାରେ ମାଲବାହୀ ଟ୍ରେନ ଦୃଘଟଣା ?

ରାଉଲକେଲାରେ ମାଲବାହୀ ଟ୍ରେନ ଦୃଘଟଣା | ମାଲଗୋଦାମ ନିକଟରେ ମାଲବାହୀ ଟ୍ରେନ ଲାଇନରୁ ବାହାରିଯାଇ ବସ୍ତି ଭିତରକୁ ପଶିଯାଇଛି ଟ୍ରେନର ତିନୋଟି ବଗି ଲାଇନ ବାହାରକୁ ଆସିଥିବା ଜଣାପଡିଛି | ବଗି ଗୁଡିକ ରାସ୍ତା ଉପରେ ରହିଥିବାରୁ ଲୋକମାନେ ଯାତାୟାତ କରିବାରେ ବହୁ ବାଧା ସୃଷ୍ଟି ହୋଉଛି | ଏବଂ ମାଳବିହୀ ରୋଡ଼ରୁ ବାସନ୍ତୀ କଲୋନୀ ପର୍ଯ୍ୟନ୍ତ ଯିବା ଆସିବା କରିବାରେ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି | ଓ ଘଟଣା ସ୍ଥଳରେ ରେଳବାହୀ କର୍ମଚାରୀ ମାନେ ଓ ପୋଲିସ ଟିମ କିପରି ବଗି ଗୁଡିକୁ ରାସ୍ତାରୁ କାଢାଯିବ ସେଥିପାଇଁ ପଦକ୍ଷପ ନେଉଛନ୍ତି | ଏବଂ ଦୃଘଟଣାରେ କେହିବି କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡିଛି |

Odia Khabar

Leave a Comment