ରାଜଧାନୀ ଭୁବନେଶ୍ୱର ଏବଂ କଟକ ସିବିଆଇ ରେଡ…

ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରରେ ଆଜି ସିବିଆଇ ରେଡ କରିଛି । ଶନିବାର ଦିନ ରାତିରେ ଭୁବନେଶ୍ୱର ମେ ଫେୟାର ହୋଟେଲ ସାମ୍ନାରେ ସିବିଆଇ ରେଡ କରିଛି ହୋଟେଲ ସାମ୍ନାରେ ଥିବା ଗୋଟିଏ ନାଲି ଦାମୀ ଗାଡ଼ିରୁ ସୁନା ଓ ଲକ୍ଷ ଲକ୍ଷ ଟଙ୍କା ଜବତ କରିଛି । ସେହି କାରରେ ୪ ଜଣ ବ୍ୟକ୍ତି ରହିବାର ସୂଚନା ମିଳିଛି OD-୦୫-୯୯୯୯ ହେଉଛି ଗାଡିର ନମ୍ବର ଗାଡିଟି ବିଲଡର ସଂସ୍ଥାର ସିବିଆଇ ଟିମ ତରଫରୁ ସୂଚନା ମିଳିଛି ଏବଂ ସେ ୪ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ସିବିଆଇ ଟିମ ତଦନ୍ତ କରୁଅଛି ।

Screenshot 2024 12 08 151842
ସିବିଆଇ ରେଡ

ଯାହା ସବୁ ତଥ୍ୟ ମିଳିଛି ବ୍ରିଜ ଆଣ୍ଡ ରୂଫ ଲିମିଟେଡ଼ କମ୍ପାନୀ କୋଟି କୋଟି ଟଙ୍କାର ଟେଣ୍ଡର ଫିକ୍ସ କରୁଥିବାର ସୂଚନା
ମିଳିଛି କାଲି ଦିଲ୍ଲୀ ସିବିଆଇ ଟିମ ଟଙ୍କା ଫିକ୍ସର ସୂଚନା ପାଇଥିଲା ଏବଂ ସିବିଆଇର ଦୁଇଟି ଟିମ ଭୁବନେଶ୍ୱରର ପାଞ୍ଚଟି ଟି ଜାଗାରେ ରେଡ କରିଥିଲା ୪ ଜଣକର କଲ ରେକର୍ଡ ସବୁ ଚେକ କରୁଛି ସିବିଆଇ ରେଡ କାର୍ଯ୍ୟ ଜାରି ଅଛି ।

Screenshot 2024 12 08 151819
ଜବତ ହୋଇଥିବା ଗାଡି

Leave a Comment