ରାଜସ୍ଥାନରେ କାର ଟ୍ରକ ଦୃଘଟଣାରେ ୬ ଜଣ ମୂର୍ତ ?

ରାଜସ୍ଥାନରେ କାର ଟ୍ରକ ଦୃଘଟଣାରେ ୬ ଜଣ ମୂର୍ତ । ରାଜସ୍ଥାନରେ ବିକାନେର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣାରେ ୬ ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳୁଛି । ଦୃଘଟଣା ଘଟିଥିବାର କାରଣ ହେଉଛି ଗୋଟିଏ କାରକୁ ଟ୍ରକଟି ଓଭର ଟେକ କରୁଥୁବା ସମୟରେ ଦୃଘଟଣା ଘଟିଥିଲା । ଓଭର ଟେକ କରିବା ସମୟରେ ଟ୍ରକଟି କାର ଉପରେ ଓଲଟି ପଡିଥିଲା ଓ ଯାହାଫଳରେ ଏକ ଭୟଙ୍କର ଦୃଘଟଣାରେ ୬ ଜଣ ମୁର୍ତ୍ୟୁ କରୁଥିବା ସୂଚନା ମିଳୁଛି | ବିବାହ କାର୍ଯ୍ୟରୁ ଲୋକମାନେ ଫେରୁଥିବାବେଳେ ଦୃଘଟଣାର ଶିକାର ହୋଇଥିଲେ । ଦୃଘଟଣାଟି ରାଜସ୍ଥାନ ଜିଲ୍ଲାରେ କୋଇଲା ଭର୍ତ୍ତି ଟ୍ରକ ଗାଡି କାର ଉପରେ ପଡିଯାଇଥିଲା । ଓ କାରରେ ରହିଥିବା ସମସ୍ତ ବ୍ୟକ୍ତି ୩୦ ମିନିଟ୍ ପର୍ଯ୍ୟନ୍ତ କାର ଭିତରେ ଚାପି ହୋଇ ରହିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଲୋକମାନଙ୍କୁ ସାହାଯ୍ୟ କରିଥିଲେ ମଧ୍ୟ ଟ୍ରକକୁ ସାଇଟ କରିବାରେ ଅସମର୍ଥ ହୋଇଥିଲେ ଓ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ହେଲେ ସେତେବେଳକୁ କାରରେ ବସିଥିବା ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳୁଛି । ପୋଲିସ କର୍ମଚାରୀ ଘଟଣା ପହଞ୍ଚି ଟ୍ରକ ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି ।

Odia Khabar

Leave a Comment