ରାଜ୍ୟରେ କୋଭିଡ ଆକ୍ରମଣ ଦିନକୁ ଦିନ ବଢିବା ଦେଖାଦେଉଛି ?

ରାଜ୍ୟରେ କୋଭିଡ ଆକ୍ରମଣ ଦିନକୁ ଦିନ ବଢିବା ଦେଖାଦେଉଛି | ପୁଣିଥରେ ଦେଶରେ କୋରାନା ଭାଇରସ ଦିନକୁ ଦିନ ବଢୁଥିବା ବେଳେ ସମସ୍ତ ଦେଶବାସୀଙ୍କ ଚିନ୍ତା ବଢିବା ଲାଗିଛି | କୋଭିଡରେ କିଛି ବର୍ଷ ପୂର୍ବେ ପ୍ରାୟ ଦେଶ ଗୁଡିକରେ ହଜାର ହଜାର ଲୋକ ମୁର୍ତ୍ୟୁ କରିଥିବା ଦେଖାଦେଇଥିଲା | ରାଜ୍ୟରେ କୋଭିଡ ପଜିଟିଭ ସଂଖ୍ୟା ୧୫ ଜଣକୁ ବୃଦ୍ଧି ପାଇଥିବା ସୂଚନା ମିଳୁଛି | ପୂର୍ବରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୩ ଜଣକୁ ବୃଦ୍ଧି ପାଇବା ଦେଖାଦେଇଛି | ଦେଶରେ ୪ ହଜାର କରୋନା କେସ ଚିହ୍ନଟ ହୋଇଥିବା ସୂଚନା ମିଳୁଛି । ୨୪ ଘଣ୍ଟାରେ ମଧ୍ୟରେ କୋଭିଡରେ ଆକ୍ରାନ୍ତରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

Odia Khabar

Leave a Comment