ରାସନ କାର୍ଡର e-kyc ସମୟ ସୀମା ବଢ଼ିଲା ?

ରାସନ କାର୍ଡର e-kyc ସମୟ ସୀମା ବଢ଼ିଲା ପୂର୍ବରୁ ରାସନ କାର୍ଡ e-kyc ସମୟ ଜାନୁଆରୀ ୩୧ ତାରିଖ ସ୍ଥିର କରାଯାଇଥିଲା | କିଛି ଲୋକେ ରାସନ କାର୍ଡ ଅପଡେଟ ନ କରିବା ନେଇ ସମୟ ବଢିଥିଲା ଆଜି ପୁଣି ଥରେ ରାଜ୍ୟ ସରକାର ଫେବୃଆରୀ ୧୫ ଯାଏ e-kyc ସମୟ ସୀମା ରଖାଯାଇଛି | କେହି ବି ଜଣେ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଲିଷ୍ଟରୁ ବଂଚିତ ନ ରହିବା ପାଇଁ ଏହି ସବୁ ସୁବିଧା କରାଯାଇଛି | ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଫେବୃଆରୀ ୧୫ ଯାଏ e-kyc ସମୟ ସୀମା ବଢିଛି ବୋଲି କହିଛନ୍ତି |

Leave a Comment