ରାସ୍ତା ପାଇଁ ରାସ୍ତା ଅବରଧ ?

ରାସ୍ତା ପାଇଁ ରାସ୍ତା ଅବରଧ ନୟାଗଡ ଜିଲ୍ଲା ଗଣିଆ ବ୍ଲକର ଲୋକମାନେ ରାସ୍ତାର ଅସୁବିଧା ନେଇ ବାରମ୍ବାର ଅଭିଯୋଗ କରିବା ସତ୍ୱେ ରାସ୍ତା ମରାମତି କାର୍ଯ୍ୟ ନ ହେବା ଦ୍ୱାରା ବାଧ୍ୟ୍ୟ ହୋଇ ଗଣିଆ ବ୍ଲକର ବାସିନ୍ଧାମାନେ ରାସ୍ତା ଅବରଧ କରିଛନ୍ତି | ଦୀର୍ଘ ୪ବର୍ଷ ହବ ରାସ୍ତା ଖରାପ ହୋଇଥିବାରୁ ବହୁତ ଦୃଘଟଣା ଦେଖିବାକୁ ମିଳୁଛି ରାସ୍ତା ଦଶପଲ୍ଲାଠୁ ଆରମ୍ଭ କରି ୨୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଖରାପ ରହିଥିବା ଗାଁ ଲୋକେ ଅଭିଯୋଗ କରିଆସିଛନ୍ତି | ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିବା ପରେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ | ଏବଂ ଆଜି ଗଣିଆ ବ୍ଲକର ଲୋକମାନେ ବହୁ ସମୟ ଧରି ରାସ୍ତା ବନ୍ଦ କରିଛନ୍ତି | ଯାହା ଫଳରେ ସହ ସହ ଗାଡି ଅଟକ ରହିଛି ଏବଂ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହୋଇଛନ୍ତି |

Odia Khabar

Leave a Comment