ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡ଼ଙ୍ଗୀ ଆହତ

ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡ଼ଙ୍ଗୀ ଆହତ। ବିଜେପିର ଦୁଇ ଜଣ ସଂସଦକୁ ରାହୁଲଙ୍କ ଧକ୍କାରେ ୨ଜଣ ଆହତ ହୋଇଛନ୍ତି। ଯାହାଫଳରେ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡି ମୁଣ୍ଡରେ ଆହତ ଲାଗିଛି ଏବଂ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲିଥିଲେ ସେ ମୋ ଉପରେ ପଡ଼ିଥିଲେ ମୁ ସିଡିରୁ ଖସି ତଳେ ପଡ଼ିଥିଲି।

ରାହୁଲ ଗାନ୍ଧୀଙ୍କ ଧକ୍କାରେ ମୁକେଶ ରାଜପୁତଙ୍କୁ ବିଜେପିର ସଂସଦ ଆଇସିୟୁରେ ଭର୍ତି

ରାହୁଲ ଗାନ୍ଧୀଙ୍କ ଧକ୍କାରେ ମୁକେଶ ରାଜପୁତଙ୍କୁ ବିଜେପିର ସଂସଦ ଆଇସିୟୁରେ ଭର୍ତି କରାଯାଇଛି ଏବଂ ପ୍ରତାପ ଷଡ଼ଙ୍ଗୀ ମୁକେଶ ରାଜପୁତ ଙ୍କ ଆଇସିୟୁରେ ଚିକିର୍ଷା ଚାଲିଛି। ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି କହଛନ୍ତି ବରୋଧୀଦଳ ନେତା ରାହୁଲ ଗାନ୍ଧୀ ଏଭଳି ଗୁଣ୍ଡା ଗର୍ଡି କରିବା କାର୍ଯ୍ୟ ନିନ୍ଦନୀୟ ଠେଲାପେଲା ରେ ୨ଜଣ ସଂସଦ ବିଜେପିର ଆହତ ହେଇଛିନ୍ତି ଏହା ସ୍ୱୀକାର କରାଯିବ ନାହିଁ । ରାହୁଲ ଗାନ୍ଧୀ କହିଛନ୍ତି ଭିତରକୁ ପ୍ରବେଶ କରିବା ବେଳେ ବିଜେପି ର ସଂସଦ ପ୍ରବେଶ କଲାବେଳେ ଅଟକାଇଥିଲେ ଏବଂ ଯାହା ଫଳରେ ଠେଲାପେଲା ହୋଇଥିଲା। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨ ସଂସଦ ସଂଗେ ଫୋନ ରେ କଥା ହୋଇଛନ୍ତି ଏବଂ ସ୍ୱଷ୍ଟବସ୍ତା କଥା ବୁଝିଛନ୍ତି ରାହୁଲ ଗାନ୍ଧୀଙ୍କ ନରେ ଥାନାରେ FIR ଦେବାର ସୂଚନା ମିଳିଛି ।

ରାହୁଲ ଗାନ୍ଧୀଙ୍କ ଧକ୍କାରେ ପ୍ରତାପ ଷଡ଼ଙ୍ଗୀ ଆହତ

Our Channel (Odia Khabar)

Leave a Comment