ଶୀତ ରେ ଥରୁଛି ଓଡ଼ିଶା

ଶୀତ ରେ ଥରୁଛି ଓଡ଼ିଶା :- ହାଡ ଭଙ୍ଗା ଶୀତରେ ଥରୁଛି ଓଡ଼ିଶା ଅଧିକାଂଶ ଜିଲ୍ଲାରେ ପ୍ରବଳ ରୁ ପ୍ରବଳ ଶୀତ ଦେଖିବାକୁ ମିଳୁଛି ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି ଓଡ଼ିଶାର ଅନେକ ଜିଲ୍ଲାରେ ଆହୁରି ୨ ଦିନ ଅତ୍ୟଧିକ ଶୀତ ଦେଖିବାର ସୂଚନା ମିଳିଛି ମାଳଦା , କୋଇଡା , ଚିଲିକା ଭଳି ଅନେକ ସ୍ଥାନରେ ଶୀତର ଲହରୀ ଦେଖିବାକୁ ମିଳିଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ଶୀତ ଦେଖିବାକୁ ମିଳିଛି ସନ୍ଧ୍ୟା ହେଉ ହେଉ ରାସ୍ତା ଘଟ ସୁନ ସାନ ଦେଖିବାକୁ ମିଳୁଛି ସନ୍ଧ୍ୟା ୭ ତା ହେଲେ ଦୋକାନ ବଜ଼ାର ସବୁ ବନ୍ଦ କରି ଦେଉଛନ୍ତି । ଲୋକମାନେ ଶୀତ ଯୋଗୁ ଲୋକମାନେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାକୁ ଅତ୍ୟଧିକ କୁହୁଡି ସମ୍ଭାବନା ଯୋଗୁ ସତର୍କ ରହିବ ପାଇଁ ସୂଚନା ଦିଆଯାଇଛି ।

କେଉଁଠାରେ କେତେ ଡ଼ିଗ୍ରୀ ଶୀତ (ଶୀତ ରେ ଥରୁଛି ଓଡ଼ିଶା)

ଶୀତର ପ୍ରବାହ ଅତ୍ୟଧିକ ହେବାରୁ ଅନେକ ସ୍ଥାନରେ ଘାସ , ଗଛ ଅନ୍ୟ ସମସ୍ତ ଜାଗାରେ କୁହୁଡି ପଡି ବରଫରେ ପରିଣତ ହେଉଛି କାଶ୍ମୀର ଭ୍ରମୁଡ଼ାରେ ତାପମାତ୍ରା ୩ ଡିଗ୍ରି ରହିଛି ଚହଲାରେ ୩ ଡିଗ୍ରି, ନବାନାରେ ୪ ଡିଗ୍ରି, ତାପମାତ୍ରା ରହିଛି ବରେହିପାଣିରେ ୫ ଡିଗ୍ରି, ଡିଗ୍ରି ରେକର୍ଡ କରାଯଇଛି ଆଗକୁ ୩ , ୪ ଦିନ ଶୀତ ଅଧିକ ହେବାର ସମ୍ଭାବନା ଅଛି ।

Our Channel (Odia Khabar)

Leave a Comment