ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି ?

ଷଣ୍ଢକୁ ଗାଁ ଲୋକେ କାବୁ କରିବାରେ ସଫଳ ହୋଇଛନ୍ତି ହେଲେ କିଛି ସମୟ ପରେ ଷଣ୍ଢଟିର ମୂର୍ତ କରିଛି | କିଛି ଦିନ ହବ ଷଣ୍ଢଟି ସ୍ଥାନୀୟ ଲୋକମାନଙ୍କୁ ହଇରାଣ କରୁଥିଲା ଏବଂ କିଛି ଲୋକଙ୍କୁ ଆହତ ମଧ୍ୟ କରିଥିଲା | ହେଲେ ଆଜି ଷଣ୍ଢଟିକୁ ଧରିବା ପାଇଁ ଗାଁ ଲୋକ ଓ ପୋଲିସ କର୍ମଚାରୀ ଲାଗିଛନ୍ତି ଓ ଷଣ୍ଢଟିକୁ ଧରିବାରେ ଗାଁ ଲୋକ ସଫଳ ମଧ୍ୟ ହୋଇଛନ୍ତି କିଛି ସମୟ ପରେ ଷଣ୍ଢଟି ମୁର୍ତ୍ତୃ କରିବା ଜଣାପଡୁଛି | ୪ ରୁ ୫ ଦିନ ହବ ଷଣ୍ଢଟି ଲୋକମାନଙ୍କୁ ହଇରାଣ କରୁଥିଲା ଓ ସ୍ଥାନୀୟ ଲୋକମାନେ ପ୍ରଶାସନଠୁ ଆରମ୍ଭ କରି ପୋଲିସ ଷ୍ଟେସନରେ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟ ଅନୁଷ୍ଠାନ ହୋଇନାହିଁ |

ଷଣ୍ଢ ଆକ୍ରମଣରେ ବୃଦ୍ଧା ମୂର୍ତ ?

ହେଲେ ଆଜି ଷଣ୍ଢଟି ଗୋଟିଏ ବୃଦ୍ଧା ମହିଳାକୁ ଆକ୍ରମଣ କରିଥିଲା ଯାହାଫଳରେ ବୃଦ୍ଧାଟି ମୂର୍ତ ବରଣ କରିଛି | ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଧା ମାନେ ଉତେଜନା ଦେଖେଇଥିଲେ ଏବଂ ଷଣ୍ଢଟିକୁ ଧରିବା ପାଇଁ ଖୁବ ପ୍ରୟାସ ମଧ୍ୟ କରିଥିଲେ | ବୃଦ୍ଧା ମହିଳାଙ୍କ ମୂର୍ତ ଶରୀରକୁ ରାସ୍ତାରେ ରଖି ଟାୟାର ଜାଳି ରାସ୍ତା ଅବରଧ କରିଥିଲେ ସ୍ଥାନୀୟ ବାସିନ୍ଧା | ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ଷଣ୍ଢକୁ ଧରିବା ଉଦ୍ୟମ କରିଥିଲେ ସେଥିରେ ବିଫଳ ହୋଇଥିଲେ | ଗାଁ ଲୋକମାନେ ମିଶି ଷଣ୍ଢକୁ କାବୁ କରିବାରେ ସଫଳ ହାଇଛନ୍ତି ଏବଂ ଷଣ୍ଢଟି ମଧ୍ୟ ମୁର୍ତ୍ୟୁ କରିବା ସୂଚନା ମିଳୁଛି |

Odia Khabar

Leave a Comment