ସୁପରଷ୍ଟାର ଅଲ୍ଲୁ ଅର୍ଜୁନକୁ ଗିରଫ କଲା ହାଇଦ୍ରାବାଦ ପୋଲିସ ପୁଷ୍ପ ଫିଲ୍ମ ୨ ର ରିଲିଜ ପରଦିନ ହାଇଦ୍ରାବାଦରେ ଗୋଟିଏ ଷ୍ଟେଜ ପ୍ରୋଗ୍ରାମ କରିଥିଲେ ଅଲ୍ଲୁ ଅର୍ଜୁନ ଏବଂ ବହୁତ ଲୋକ ଭିଡ କରିଥିଲେ ଅଲ୍ଲୁ ଅର୍ଜୁନକୁ ଦେଖିବା ପାଇଁ ଅତ୍ୟଧିକ ଭିଡ ହୋଇଥିବାରୁ ତାଙ୍କର ଜଣେ ମହିଳା ଫ୍ୟାନ ଲୋକଙ୍କ ଦଳାଚକଟାରେ ମୁର୍ତ୍ୟୁ ବରଣ କରିଛନ୍ତି ଏବଂ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ଅଲ୍ଲୁ ଅର୍ଜୁନ ଦୁଃଖ ପ୍ରକାଶ କରିବା ସହ ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।
ମହିଳା ଜଣକ ମୁର୍ତ୍ୟୁ ଘଟିବା ପରେ (ସୁପରଷ୍ଟାର ଅଲ୍ଲୁ ଅର୍ଜୁନକୁ ଗିରଫ କଲା ହାଇଦ୍ରାବାଦ ପୋଲିସ)
ମହିଳା ଜଣକ ମୁର୍ତ୍ୟୁ ଘଟିଥିବାରୁ ହାଇଦ୍ରାବାଦର ଚି଼କଡ଼ପଲ୍ଲୀ ପୋଲିସ ଅଲ୍ଲୁ ଅର୍ଜୁନକୁ ଗିରଫ କରିଛି ବିନା ଅନୁମତରି ସୋ କରିଥିଲେ ପୋଲିସ, ଅଲ୍ଲୁ ଅର୍ଜୁନକୁ ପଚାର ଉଚରା କରିବ ଏବଂ କଣ ପାଇଁ ଏତେ ଭିଡ ହୋଇଥିଲା କେତେ ବେଳେ ଆସିଥିଲେ ଏବଂ ପୋଲିସ ସବୁ ତଦନ୍ତ କରିସାରିଲା ପରେ ଅଲ୍ଲୁ ଅର୍ଜୁନକୁ କୋର୍ଟ ଚାଲାଣ ହେଇପାରେ ।
Our Channel (Odia Khabar)