ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପୟ୍ୟାୟ ଟଙ୍କା ଜାନୁଆରୀ ମାସରେ ୧୫ ତାରିଖରେ ମିଳିବ ?

ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପୟ୍ୟାୟ ଟଙ୍କା ଜାନୁଆରୀ ମାସରେ ୧୫ ତାରିଖ ପରେ ମହିଳା ମାନଙ୍କୁ ପ୍ରଦାନ କରାଯିବ। ଚତୁର୍ଥ ପୟ୍ୟାୟରେ ବାକି ରହିଥିବା ପ୍ରାୟ ସମସ୍ତ ମହିଳା ମାନଙ୍କୁ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ଯଦି କୌଣସି ମହିଳା ଚତୁର୍ଥ ପୟ୍ୟାୟ କିସ୍ତିରେ ବଂଚିତ ରୁହନ୍ତି ପୁଣି ଗାଁର ଯୋଗ୍ୟ ମହିଳା ମାନେ ସୁଭଦ୍ରା ଯୋଜନା ଆବେଦନ ନ କରିବା ପର୍ଯ୍ୟନ୍ତ ପୁଣି ଥରେ ଚାଲିବ ପାଞ୍ଜିକରଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୁଭଦ୍ରା ଯୋଜନାରେ ଆବେଦନ କରିବା କେବେ ଶେଷ ତାରିଖ ?

ସୁଭଦ୍ରା ଯୋଜନାରେ ମହିଳାମାନେ କିସ୍ତି ପାଇସାରିଲା ପରେ ଏବଂ ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରୁ ବଂଚିତ ଅଛନ୍ତି ସମସ୍ତ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବ ବୋଲି କାଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏବଂ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଶେଷ ସମୟ ରହିଥିଲା ମାର୍ଚ୍ଚ ୮ ତାରିଖ । ଏବଂ ମାର୍ଚ୍ଚ ୩୦ ପରେ ମହିଳାମାନେ ଆବେଦନ କଲେ ମଧ୍ୟ୍ୟ ମିଳିବ ସୁଭଦ୍ରା ଟଙ୍କା ଏବଂ ଯେଉଁ ମହିଳାମାନେ ମାର୍ଚ୍ଚ ୩୦ ତାରିଖ ପରେ ଆବେଦନ କରୁଛନ୍ତି ସେମାନଙ୍କୁ ଗୋଟିଏ ଥରେ ଦୁଇଟି କିସ୍ତି ମିଳିବ ବୋଲି କହିଛନ୍ତି ପ୍ରଭାତୀ ପରିଡା ।

Odia Khabar

Leave a Comment