ସୁସ୍ତ ହୋଇ ମେଡିକାଲ୍ରୁ ଆସିଲେ ପ୍ରତାପ ଷଡ଼ଙ୍ଗୀ |

ସୁସ୍ତ ହୋଇ ମେଡିକାଲ୍ରୁ ଆସିଲେ ପ୍ରତାପ ଷଡ଼ଙ୍ଗୀ | ଆଜି ଡାକ୍ତରଙ୍କ ପରାମର୍ଶରେ ମେଡିକାଲ୍ରୁ ବାହାରିଲେ ବିଜେପିର ସଂସଦ ପ୍ରତାପ ଷଡ଼ଙ୍ଗୀ | ରାହୁଲ ଗାନ୍ଧୀ ସଂସଦରେ ଠେଲିବାରେ ଅଭିଯୋଗ କରିଥିଲେ ପ୍ରତାପ ଷଡ଼ଙ୍ଗୀ | ସଂସଦ ଭିତରେ ରାହୁଲ ଗାନ୍ଧୀଙ୍କ ଠେଲାପେଲାରେ ବିଜେପିର ୨ ଜଣ ସଂସଦ ଆହତ ହୋଇଥିଲେ |

ପ୍ରତାପ ସଡଙ୍ଗୀଙ୍କ ସିଡିରୁ ପଡିବା କାରଣ |

ସଂସଦରେ ଠେଲାପେଲା ଦ୍ୱାରା ଏବଂ ପ୍ରତାପ ଷଡ଼ଙ୍ଗୀ ସିଡିରୁ ପଡି ମୁଣ୍ଡରେ ବହୁତ ଜୋରେ ଆଘାତ ଲାଗିଥିଲା | ସଂସଦରେ ପ୍ରବଳ ମାତ୍ରାରେ ଉତେଜନା ଦେଖାଯାଇଥିଲା ପ୍ରତାପ ଷଡ଼ଙ୍ଗୀକୁ ଦିଲ୍ଲୀରେ ଥିବା ରାମମୋହନ ମେଡିକାଲରେ ଭର୍ତି କରାଯାଇଥିଲା | ଏବଂ ଆଜି ପ୍ରତାପ ଷଡ଼ଙ୍ଗୀକୁ ଘରୋଇ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି |

Odia Khabar

Leave a Comment