ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ଗତ କଲି ରାତିରେ ଦୁର୍ବୁତ୍ତ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଛୁରା ମାଡ କରିଥିବା ଘଟଣା ସାମ୍ନାକୁ ଆସିଛି । ଦୁର୍ବୁତ୍ତ ଚୋରି କରିବାକୁ ଆସିବା ସୂଚନା ମିଳିଥିଲା । ଦୁର୍ବୁତ୍ତ ଛୁରୀରେ ଆକ୍ରମଣ କରିଥିଲେ ସୈଫ ଅଲ୍ଲୀ ଏବଂ ବହୁତ ଜୋରେ ଆହତ ହୋଇଥିଲେ ଏବଂ ତାଙ୍କ ମେରୁଦଣ୍ଡରେ ଛୁରା ମାଡ ହୋଇଥିବା ନେଇ ସେ ହସ୍ପିଟାଲ ଆଇସିୟୁ ରେ ଭର୍ତି ହୋଇଛନ୍ତି । ସୈଫ ଅଲ୍ଲୀ ଖାନଙ୍କ ସ୍ୱସ୍ତ୍ୟ ଅବସ୍ଥା ସ୍ଥିର ଅଛି ବୋଲି ଡ଼କ୍ଟର ସୂଚନା ଦେଇଛନ୍ତି । ଏବଂ ୧୦ ଟି ସ୍ପେସିଆଲ ଟିମ ଗଠନ କରାଯାଇ ଚୋରକୁ ଧରିବା କାର୍ଯ୍ୟ ଚାଲିଅଛି ।