ସ୍ତ୍ରୀକୁ ମାରି ସ୍ୱାମୀ ଫେରାର | ଘଟଣାଟି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦୀ ଗାଁ ରେ ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳୁଛି | ନିଜ ସ୍ତ୍ରୀକୁ ମାରି ସ୍ୱାମୀ ଜଣକ ଫେରାର ରହିଥିବା ସୂଚନା ମିଳୁଛି | ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରି ବକ୍ସ ଖଟ ଭିତରେ ଲୁଚେଇ ନିଜ ଘରେ ତାଲା ପକାଇ ଘଟଣା ସ୍ଥଳରେ ଫେରାର ରହିଥିବା ସୂଚନା ମିଳୁଛି | ୨ ରୁ ୩ ଦିନ ପରେ ଘର ଭିତରୁ ଦୃଘନ୍ଧ ଆସୁଥିବାରୁ ପଡିଶା ଘର ସନ୍ଦେହରେ ପୋଳିଙ୍କୁ ଇନ୍ଫୋର୍ମ କରିଥିଲେ | ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘର ତାଲା ଭାଙ୍ଗି ଖଟ ଭିତରୁ ମୂର୍ତ ଦେହ ଜବର କରିଥିଲେ | ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ଜଣକୁ ମରିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାର କାର୍ଯ୍ୟ କରୁଅଛି |