ହଷ୍ଟେଲରେ ଛାତ୍ରୀଙ୍କ ଜୁଲନ୍ତା ମୂର୍ତ ଦେହ ଭୁବନେଶ୍ୱର ସଂଗୀତ ମହାବିଦ୍ୟାଳୟରୁ ଛାତ୍ରୀଙ୍କ ମୁର୍ତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୂର୍ତ ଛାତ୍ରୀ ଜଣକ +2 ଦୁତୀୟ ବର୍ଷରେ ପାଠ ପଢୁଥିଲେ ଛାତ୍ରୀଙ୍କ ଘର କେଦ୍ରାପଡା ରହିଥିବା ସୂଚନା ମିଳିଛି । ଛାତ୍ରୀ ଜଣକ କଣ ପାଇଁ ଏଭଳି କାର୍ଯ୍ୟ କରିଛନ୍ତି କିଛି ସନ୍ଧାନ ମିଳି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ଜଣକ ମୋବାଇଲ ଜବତ କରିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବଂ ଛାତ୍ରୀ ଜଣଙ୍କ ସବୁବେଳେ ଅସୁସ୍ଥ ରହୁଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ଛାତ୍ରୀ ଜଣକ ଭଲ ଓଡିଶୀ ନୁର୍ତ୍ୟ କରୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।