ହାଇଦ୍ରାବାଦ ଚିକଡ଼ପଲ୍ଲୀ ଥାନାରେ ହାଜ଼ର ହେଲେ ଆଲ୍ଲୁ ଅର୍ଜୁନ । ସୋମବାର ଦିନ ଅଲ୍ଲୁ ଅର୍ଜୁନଙ୍କୁ ଘଟଣାର ପଚାର ଉଚରା ପାଇଁ ସମନ ପଠାଯାଇଥିଲା ହାଇଦ୍ରାବାଦ ପୋଲିସ । କିଛି ଦିନ ବୁର୍ବରୁ ପୁଷ୍ପା 2 ର ପ୍ରିମିୟର୍ ସମୟରେ ଥିଏଟରରେ ଠେଲାପେଲାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା |
କଣ ପାଇଁ ହାଜ଼ାର ହେଲେ ଅଲ୍ଲୁ ଅର୍ଜୁନ|
ପୁଷ୍ପା 2 ର ପ୍ରିମିୟର୍ ସମୟରେ ହଠାତ ପହଂଚିଥିଲେ ଅଲ୍ଲୁ ଅର୍ଜୁନ | ଏବଂ ତାଙ୍କୁ ଦେଖିବା ଲାଗି ବହୁତ ଭିଡ ଜମିଥିଲା | ଏବଂ ଠେଲାପେଲାରେ ଜଣେ ମହିଳାଙ୍କ ମୁର୍ତ୍ୟୁ ଘଟିଥିବାବେଳେ ମହିଳାଙ୍କ ପୁଅ ଗୁରୁତର ହୋଇଥିଲେ | ଏବଂ ତା ପରଦିନ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ଷ୍ଟେସନରେ ହାଜର ହବା ପାଇଁ ନିର୍ଦେଶ ଦେଇଥିଲା | | ପରଦିନ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କ ଘରୁ ତାଙ୍କୁ ଗିରଫ କରିଥିଲା | ସୋମବାର ଦିନ ପୁଣ ଅଲ୍ଲୁ ଅର୍ଜୁନଙ୍କୁ ସମନ ପଠାଯାଇଥିଲା | ଆଜି ହାଇଦ୍ରାବାଦ ଚକଡିପଲ୍ଲୀ ଥାନାରେ ହାଜ଼ାର ହୋଇଛନ୍ତି ଅଲ୍ଲୁ ଅର୍ଜୁନ |