ହୋଟେଲ ଛାତ ଉପରୁ ଖସିପଡ଼ିବାରୁ ଯୁବତୀ ଜଣଙ୍କର ମୁର୍ତ୍ୟୁ ?

ହୋଟେଲ ଛାତ ଉପରୁ ଖସିପଡ଼ିବାରୁ ଯୁବତୀ ଜଣଙ୍କର ମୁର୍ତ୍ୟୁ | ଭୁବନେଶ୍ୱରର ଏକ ହୋଟେଲରେ ଯୁବତୀ ଜଣକ ଛାତ ଉପରୁ ଖସିପଡି ମୁର୍ତ୍ୟୁ ବରଣ କରିଥିବା ସୂଚନା ମୁଳୁଛି | ଯୁବତୀ ଜଣକର ଘର ନୟାଗଡ ଅଞ୍ଚଳର ବୋଲି ଜଣାପଡୁଛି | ଝିଅର ମୁର୍ତ୍ୟୁକୁ ନେଇ ଝିଅର ମା ଝିଅକୁ କେହି ଛାତ ଉପରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି | ସୋନାଲି ମହାପାତ୍ର ନିଜ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ରହୁଥିଲେ | ଏବଂ ପୁରୁଷ ବନ୍ଧୁଙ୍କ ସହିତ ବହୁତ ଜୋରେ ଝଗଡା ଲାଗିଥିଲା ଓ ହୋଟେଲ ମାଲିକ ଜଣକ ଆସି ଦୁଇ ଜଣକୁ ବୁଝାବୁଝୀ କରିଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରୁଛି | ପୋଲିସ ସୋନାଲୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚାର ଉଚରା କରୁଛି | ଏବଂ ସିସିଟିଭି ଫୁଟେଜ, ଓ ସମସ୍ତ ପ୍ରକାର ଯାଞ୍ଚ ପୋଲିସ କରିସାରିବା ପେରେ ସୋନାଲୀଙ୍କ ମୁର୍ତ୍ୟୁ କିପରି ଘଟିଥିଲା ତାହା ଜଣାପଡିବା |

Odia Khabar

Leave a Comment