ୟୁକ୍ରେନ ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ କରୁଛି ଋଷ | ରୁଷ ଆଗରୁ ମଧ୍ୟ ଅନେକ ଥର ୟୁକ୍ରେନ ଉପରେ ଦ୍ରୋନ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା | ଗତକାଲି ପୁଣି ରୁଷ ୟୁକ୍ରେନ ଉପରେ ଦ୍ରୋନ ଆକ୍ରମଣ କରିଥିବା ସୂଚନା ମିଳୁଛି | ଦ୍ରୋନ ଆକ୍ରମଣରେ ୟୁକ୍ରେନର ୪ ଜଣ ମୁର୍ତ୍ୟୁ କରିଥିବା ବେଳେ ୧୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି | ଗତକାଲି ବିଳମ୍ବିତ ରାତିରେ ରୁଷ ଦ୍ରୋନ ଆକ୍ରମଣ କରିଥିବା ସୂଚନା ମିଳୁଛି ଡ୍ରୋନ୍ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ରୁଷି ତାର ୨୦ଟି ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଯାହାଫଳରେ ଦ୍ରୋନ ଗୁଡିକ ହୋଟେଲ ଓ ବଡ ବଡ ବିଲଡିଂ ଉପରେ ମାଡ ହୋଇଥିଲା | ୪ ଜଣ ମୁର୍ତ୍ୟୁ କରିଛନ୍ତି ୧୯ ଜଣ ଆହତ ହୋଇଛନ୍ତି ରୁଷ ଓ ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ବଢିବା ଦେଖାଦେଉଛି |