୨୨ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି IPL ?

୨୨ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି IPL ପ୍ରଥମ ମ୍ୟାଚ ଆରସିବି ସହିତ କେକେଆରକୁ ଦେଖିବାକୁ ମିଳିବ | ଏବର୍ଷର ପ୍ରଥମ ମ୍ୟାଚ ରହିଥିବା ବେଳେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିବ | କୋଲକାତା ଇଡେନ ଗାର୍ଡେନରେ ପ୍ରଥମ ମ୍ୟାଚ ଆରମ୍ଭ ହେବାକୁ ଯାଉଛି | ୧୦ ଟି ଟିମ ମଧ୍ୟରେ ୭୪ ଟି ମ୍ୟାଚ ଖେଳାଯିବ ୬୫ ଦିନ ଧରି ଲାଗିରହିବ ଖେଳ ୧୩ଟି ସ୍ଥାନରେ ଖେଳାଯିବ ସମସ୍ତ ମ୍ୟାଚ | ପ୍ରଥମ ମ୍ୟାଚଟି ଇଡେନ ଗାର୍ଡେନରେ ଖେଳାଯିବ ମେ ମାସ ୨୫ରେ ଫାଇନାଲ ମ୍ୟାଚ ଖେଳାଯିବ IPL କୁ ବିଶ୍ୱର ସବୁଠୁ ବଡ ଟୁର୍ନାମେଣ୍ଟ ବୋଲି କୁହାଯାଇଥାଏ |

Odia Khabar

Leave a Comment