୩୪ ମାସ ପରେ ନବ ଦାସଙ୍କ ରୋଷେୟାଙ୍କ ମୁର୍ତ୍ୟୁର ପୁନଃତଦନ୍ତ ?

୩୪ ମାସ ପରେ ନବ ଦାସଙ୍କ ରୋଷେୟାଙ୍କ ମୁର୍ତ୍ୟୁର ପୁନଃତଦନ୍ତ | ପ୍ରାୟ ୩ ବର୍ଷ ହବ ନବ ଦାସଙ୍କ ମୁର୍ତ୍ୟୁ ଖବର ସାମ୍ନାକୁ ଆସିଥିଲା | ନବ ଦାସଙ୍କ ରୋଷେୟା ଲଳିତ ଦାସଙ୍କ ଝୁଲନ୍ତା ଅବସ୍ଥାରେ ମୂର୍ତ ଦେହ ମିଳିଥିଲା | ୨୦୨୨ ଏପ୍ରିଲ ୧୭ ତାରିଖରେ ଲଳିତ ଦାସ ମୂର୍ତ ବରଣ କରିଥିଲେ | ଲଳିତ ଦାସ ନିଜେ ଆତ୍ମହତ୍ୟା କରିଥିବାର କାରଣ କଣ ଏପର୍ଯ୍ୟନ୍ତ ଜଣାପଡିନାହିଁ | ଏବଂ ଘର ଲୋକଙ୍କ ପୁଣି ଥରେ ଅଭିଯୋଗରେ ଲଳିତ ଦାସଙ୍କ ମୁର୍ତ୍ୟୁର କାର୍ଯ୍ୟାନୁଷ୍ଠାନ ହବ ବୋଲି ଜଣାପଡୁଛି | ଲଳିତ ଦାସଙ୍କ ଘର ଲୋକ ନିଜ ପୁଅଙ୍କ ମୁର୍ତ୍ୟୁ କରିବାର କାରଣକୁ ନେଇ ପୋଲିସ ଡିଜି ଙ୍କୁ ଦେଖାକରି ଦରଖାସ୍ତ ଲେଖିଥିଲେ | ପୋଲିସ ଡିଜି ଘଟଣାର ପୁଣି ଥରେ ଛାନଭିନ କରିବାକୁ ନିର୍ଦେଶ ଦେଇଛନ୍ତି ୩୪ ମାସ ପରେ ନବ ଦାସଙ୍କ ରୋଷେୟାଙ୍କ ମୁର୍ତ୍ୟୁର ପୁନଃତଦନ୍ତ | ଘଟଣାର ମୁଖ୍ୟ କାର୍ଯ୍ୟରତ କରିବେ ଉତ୍ତରାଞ୍ଚଳ IG |

Odia Khabar

Leave a Comment