ଦିନକୁ ଦିନ ତାପମାତ୍ରା ବଢିବା ଲାଗିଛି ଆଜି ଝାରସୁଗଡରେ ସର୍ବାଧିକ ୪୪.୮ ଡିଗ୍ରି ରେକର୍ଡ କରାଯାଇଛି | ତାପମାତ୍ରା ଦିନକୁ ଦିନ ବଢିବା ଦ୍ୱାରା ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ରାଜ୍ୟରେ ଦୁଇ ଦିନ ହବ ତାପମାତ୍ରା ଅତ୍ୟଧିକ ବଢିବା ଦେଖାଦେଉଛି | ରାଜ୍ୟରେ ପ୍ରାୟ ଜିଲ୍ଲା ଗୁଡିକରେ ତାପମାତ୍ରା ୪୩ ଡିଗ୍ରୀ ବଢିବା ଦେଖାଦେଉଥିବାବେଳେ ଆଗକୁ ତାପମାତ୍ରା ଆହୁରି ବଢିବା ନେଇ ସୂଚନା ମିଳୁଛି | ତାପମାତ୍ରା ଦିନକୁ ଦିନ ବଢିବା ଦ୍ୱାରା ଲୋକମାନଙ୍କ ଅସୁସ୍ଥତା ଖବର ବଢିବା ଦେଖାଦେଉଛି | ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁ ୪୦ରୁ ଉର୍ଧ ଲୋକ ହସ୍ପିଟାଲରେ ଭର୍ତି ହୋଇଥିବା ସୂଚନା ମିଳୁଛି | ଆଜି ସବୁଠୁ ତାପମତ୍ରା ଅଧିକ ହୋଇଥିବା ରେକର୍ଡ କରାଯାଇଛି | ଆଜି ବାଲେଶ୍ବରରେ ୩୬.୨, ଭୁବନେଶ୍ବର ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ କରାଯାଇଥିବାବେଳେ । ହେଲେ ଆଜି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରି ଅଧିକ ତାପମାତ୍ରା ହୋଇଥିବା ରେଲର୍ଡ କରାଯାଇଛି |