ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା ?

ଗୁଣି ସନ୍ଦେହରେ ପିଟି ପିଟି ହତ୍ୟା | ଘଟଣାଟି ରାୟଗଡା ପଦ୍ମପୁର ହାଟପଦା ସାହିର ଏଭଳି ଏକ ଖବର ଶୁଣିବାକୁ ମିଳୁଛି | ଗୁଣି ସନ୍ଦେହରେ ସଙ୍ଘବଦ ହୋଇ ଆକ୍ରମଣ କରିଛନ୍ତି କିଛି ଲୋକ | ଆକ୍ରମଣରେ ବ୍ୟକ୍ତି ଜଣକ ପ୍ରାଣ ହରାଇଛନ୍ତି ବୋଲି ସୂଚନା ମିଳୁଛି | ଦୁଇ ଦିନ ପୂର୍ବରୁ ଗାଁରେ ଜଣେ ବ୍ୟକ୍ତିଙ୍କ ମୁର୍ତ୍ୟୁ ହୋଇଥିଲା ସେହି ମୁର୍ତ୍ୟୁ ଘଟଣାକୁ ନେଇ କେହି ଜଣେ ଗୁଣି କରି ହତ୍ୟା କରିଥିବା ଗାଁ ଲୋକ ସନ୍ଦେହ କରିଥିଲେ | ଏବଂ ସେହି ଗୁଣି ସନ୍ଦେହରେ କିଛି ଲୋକ ଜଣେ ବ୍ୟକ୍ତିକୁ ସଙ୍ଘବଦ ହୋଇ ମିଶି ପିଟି ପିଟି ହତ୍ୟା କରିଛନ୍ତି | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଉର୍ଧ ବ୍ୟକ୍ତିଙ୍କୁ ଅଟକରଖି ପଚାର ଉଚରା କରୁଛି |

Odia Khabar

Leave a Comment