PCR ଗାଡିକୁ ଚାପିଦେଲେ ଟ୍ରାକ ଘଟଣା ସ୍ଥଳରେ ୨ ପୋଲିସ କର୍ମଚାରୀ ମୂର୍ତ | ଘଟଣାଟି କଟକ ପାରାଦୀପ ରାସ୍ତା ଗତିରାଉତପାଟଣାରେ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଆଜି ସକାଳ ସମୟରେ ଏଭଳି ଏକ ଦୃଘଟଣା ଘଟିଥିବା ସୂଚନା ମିଳୁଛି | ଗୋଟିଏ ବାଲି ବୋଝେଇ ଟ୍ରାକ PCR ଗାଡିକୁ ଚାପିଦେଇଥିଲା | ଘଟଣା ସ୍ଥଳରେ ୨ ଜଣ ପୋଲିସ କର୍ମଚାରୀ ମୁର୍ତ୍ୟୁ ବରଣ କରିଥିବାବେଳେ ଆଉ ଜଣେ ପୋଲିସ କର୍ମଚାରୀ ଗୁରୁତରଭାବେ ଆହତ ହୋଇଛନ୍ତି | ଆହତ ପୋଲିସ କର୍ମଚାରୀଙ୍କୁ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଛି ଆଜି ସକାଳେ ପେଟ୍ରୋଲିଙ୍ଗ କରିବା ସମୟରେ ଦୃଘଟଣା ଘଟିଥିବା ସୂଚନା ମିଳିଛି | ପୋଲିସ ଟ୍ରାକ ଡ୍ରାଇଭର ଜଣଙ୍କୁ ଅଟକରଖି ଘଟଣାର ତଦନ୍ତ କରୁଛି |