ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିଲା ବୋଲର ୮ ମୂର୍ତ | ଘଟଣାଟି ମଧ୍ୟପ୍ରଦେଶ ଅଞ୍ଚଳରେ ଘଟିଥିବା ସୂଚନା ମିଳୁଛି | ଗୋଟିଏ ବୋଲର ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିପଡିଛି ଘଟଣା ସ୍ଥଳରେ ୮ ଜଣ ବ୍ୟକ୍ତି ମୁର୍ତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି |ଦୃଘଟଣାରେ ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ ଜବେରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ବୋଲରଟି ଅତି ଦ୍ରୁତ ଗତିରେ ଆସୁଥିବା ଯୋଗୁ ଭାରସ୍ୟାମ ହରାଇ ବ୍ରିଜ ତଳକୁ ଖସିପଡିଥିବା ସୂଚନା ମିଳୁଛି | ୮ ଜଣ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଥିଲେ | ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ପୋଲିସକୁ ଖବର ପଠାଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ କିପରି ଦୃଘଟଣା ଘଟିଥିଲା ତଦନ୍ତ କରୁଛି |