ଆଜିଠୁ ସ୍କୁଲ ବନ୍ଦ ଘୋଷଣା କଲେ ସରକାର | ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ , ଅଙ୍ଗନବାଡି , ଶିଶୁବାଟିକା ଆଜିଠୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି | ରାଜ୍ୟରେ ରହିଥିବା ସମସ୍ତ ସରକାରୀ ବେସରକାରୀ ସ୍କୁଲ ବନ୍ଦ ରହିବ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଘୋଷଣା କରିଛନ୍ତି | ରାଜ୍ୟରେ ବର୍ତମାନ ତାପମାତ୍ରା ପ୍ରାୟ ଜିଲ୍ଲା ଗୁଡିକରେ ୪୩ , ୪୪ ଡିଗ୍ରୀ ରହିଥିବା ଦେଖାଦେଉଥିବାରୁ ଅତ୍ୟଧିକ ଗରମରୁ ଲୋକମାନେ ବହୁ ଅସୁବିଧାର ସମୁଖିନ୍ନ ହଉଛନ୍ତି | ପ୍ରବଳ ଖରା ହାଉଥିଇବାରୁ ଅଙ୍ଗନବାଡି କର୍ମଚାରୀମାନେ ପିଲାମାନଙ୍କୁ ତାଙ୍କ ଘରେ ଖାଦ୍ୟ ସାମଗ୍ରୀ ପଠାଇବା ପାଇଁ ସରକାର ଘୋଷଣା କହିଛନ୍ତି |