ନବୀନ ସରକାରଙ୍କ କାଳରେ ବିକ୍ରି ହୋଇଥିଲା ASO ଚାକିରି। ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି କରା ଯାଉଥିଲା ASO ଚାକିରି । ଆଜି ବିଧାନ ସଭାରେ ଓଡ଼ିଶା ସାର୍ବଜନୀ ପରୀକ୍ଷା ବିଲ୍ର ଆଗତ କରି ଏଭଳି ସମାଲୋଚନା କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।
ଯେଉଁମାନେ ଆଜିର ଭବିଷ୍ୟତ ତାଙ୍କ ଵାହବିଷ୍ୟତ ସହ ଖେଳିଛନ୍ତି ପୂର୍ବତନ ସରକାର । ପୂର୍ବତନ ସରକାର ପିଲାଙ୍କ ନିଯୁକ୍ତି କାର୍ଯ୍ୟ ଠିକ ଭାବରେ କରୁ ନଥିଲେ। । ପରୀକ୍ଷା ପତ୍ର କାର୍ଯ୍ୟରେ ଯେଉଁ ସବୁ ଅଧିକାରୀ ଥିଲେ ସବୁ ଦୁର୍ନୀତି କାର୍ଯ୍ୟ କରି ଆସୁଥିଲେ । ୨୦୧୩ ମସିହାର JEE ପରୀକ୍ଷା ର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଯୋଗ୍ୟ ମାନକୁ ଯୋଗ୍ୟ କରଇ ପୃବତନ ସରକାର ନିଯୁକ୍ତି ଦେଇଥିଲା ଅପରାଧୀ ମନକୁ ସୁଧାରି ଯିବା ପାଇଁ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କାର୍ଯ୍ୟନୁଷ୍ଠାନ କରିବାକୁ ନିର୍ଦେଶ ଦେଇଛନ୍ତି ପ୍ରମିଳା ମଲ୍ଲିକ ବିଜେଡି ବିଧାୟକ କହିଛନ୍ତି ଯଦି ମୋହନ ଚରଣ ମାଝୀ ଆଗରୁ ସବୁ କଥା ଜାଣିଥିଲେ ତାହାଲେ କଣ ପାଇଁ ୬ ମାସ ହବ ତାଙ୍କ ଉପରେ କୌଣସି କାର୍ଯ୍ୟ ଅନୁଷ୍ଠାନ ହେଉନାହିଁ । ଏହି ସବୁ ମିଥ୍ୟା ଅପମାନ ଜନକ ବକ୍ତବ୍ୟ ବୋଲି କହିଛନ୍ତି ।